ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି

ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ହୋଇଛି

ବାହା ହେବା ପରେ ଏବେ ବିବାହ ପରର ଫଟୋ ‌ସାମ୍ନାକୁ ଆସିଛି

ପରିଣୀତି ଚୋପ୍ରା ସତସତିକା ଏକ ପରୀ ଭଳି ଫଟୋ‌ରେ ସୁନ୍ଦର ଦେଖା ଯାଉଛନ୍ତି

ରାଘବ ଓ ପରିଣୀତି ଏବେ ଆନୁ‌‌ଷ୍ଠାନିକ ଭାବେ ସ୍ବାମୀ ଓ ସ୍ତ୍ରୀ

ଦୁହେଁ କ୍ରିମ୍‌ କଲର୍‌ର ପୋଷାକ ପିନ୍ଧି ବେଶ୍‌ ଆକର୍ଷଣୀୟ ଦିଶୁଛନ୍ତି

ମନିଷ ମଲହୋତ୍ରା ଡିଜାଇନ୍‌ କରିଥିବା ପୋଷାକକୁ ପିନ୍ଧି ଏକଦମ୍‌ ପଞ୍ଜାବୀ ଲୁକ୍‌ରେ ନଜର ଆସିଛନ୍ତି

ତେବେ ପରିଣୀତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବାହାଘରରେ ଯୋଗ ଦେଇପାରିନାହାନ୍ତି

 ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରାଙ୍କୁ କିନ୍ତୁ ଦେଖିବାକୁ ମିଳିଛି