ଭାରତରେ ପ୍ରଥମେ ସୂର୍ଯ୍ୟୋଦୟ କେଉଁଠି ହୁଏ ? ଜାଣିଛନ୍ତି କି ?

ଭାରତରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ସକାଳ ୪ଟାରୁ ହୋଇଯାଏ ଦିନ ଓ ଅପରାହ୍ନ  ୪ଟା ହେଲେ ରାତି ହୁଏ

ବହୁ ଲୋକ ଜାଣିଥାନ୍ତି ଭାରତରେ ପ୍ରଥମ ସୂର୍ଯ୍ୟୋଦୟ ଅରୁଣାଚଳ ପ୍ରଦେଶରେ ହୋଇଥାଏ କିନ୍ତୁ...

ଅରୁଣାଚଳ ପ୍ରଦେଶର କେଉଁ ସ୍ଥାନରେ ଭାରତର ପ୍ରଥମ ସୂର୍ଯ୍ୟୋଦୟ ଜାଣିଛନ୍ତି କି ? 

ଯେଉଁଠାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡେ ସେହି ଗାଁର ନାମ ହେଉଛି ଡଙ୍ଗ୍‌...

ଏହା ଅରୁଣାଚଳ ପ୍ରଦେଶର ଏକ ଛୋଟ ଗାଁ...

ଭାରତ, ଚୀନ୍ ଓ ମିଆଁମାରର ତ୍ରିକୋଣଭୂମିରେ ଅବସ୍ଥିତ ରହିଛି ଏହି ଗାଁ...

ଡଙ୍ଗ୍‌ ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଏହା ପ୍ରାୟ ୧୨୪୦ ମିଟର ଉଚ୍ଚତାରେ ରହିଛି

ଏହି ଗ୍ରାମ ଲୋହିତ ଓ ସତୀ ନଦୀର ମିଳନସ୍ଥଳରେ ଅବସ୍ଥିତ ରହିଛି...

ସୂର୍ଯ୍ୟଙ୍କ ପ୍ରଥମ କିରଣ ଦେଖିବାକୁ ବହୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ହୁଏ...