ଭାରତରେ ପ୍ରଥମେ ସୂର୍ଯ୍ୟୋଦୟ କେଉଁଠି ହୁଏ ? ଜାଣିଛନ୍ତି କି ?
ଭାରତରେ ପ୍ରଥମେ ସୂର୍ଯ୍ୟୋଦୟ କେଉଁଠି ହୁଏ ? ଜାଣିଛନ୍ତି କି ?
ଭାରତରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ସକାଳ ୪ଟାରୁ ହୋଇଯାଏ ଦିନ ଓ ଅପରାହ୍ନ ୪ଟା ହେଲେ ରାତି ହୁଏ
ବହୁ ଲୋକ ଜାଣିଥାନ୍ତି ଭାରତରେ ପ୍ରଥମ ସୂର୍ଯ୍ୟୋଦୟ ଅରୁଣାଚଳ ପ୍ରଦେଶରେ ହୋଇଥାଏ କିନ୍ତୁ...
ଅରୁଣାଚଳ ପ୍ରଦେଶର କେଉଁ ସ୍ଥାନରେ ଭାରତର ପ୍ରଥମ ସୂର୍ଯ୍ୟୋଦୟ ଜାଣିଛନ୍ତି କି ?
ଯେଉଁଠାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡେ ସେହି ଗାଁର ନାମ ହେଉଛି ଡଙ୍ଗ୍...
More
Stories
ଘରେ ପ୍ରବଳ ମୂଷା କି ? କେମିତି ନମାରି ବାହାର କରିବେ ?
ଘରେ ପ୍ରବଳ ମୂଷା କି ? କେମିତି ନମାରି ବାହାର କରିବେ ?
ଦେଶର ଟପ୍ ଟେନ୍ ରେଡ୍ ଲାଇଟ୍ ଏରିଆ...
ଦେଶର ଟପ୍ ଟେନ୍ ରେଡ୍ ଲାଇଟ୍ ଏରିଆ...
ଏହା ଅରୁଣାଚଳ ପ୍ରଦେଶର ଏକ ଛୋଟ ଗାଁ...
ଭାରତ, ଚୀନ୍ ଓ ମିଆଁମାରର ତ୍ରିକୋଣଭୂମିରେ ଅବସ୍ଥିତ ରହିଛି ଏହି ଗାଁ...
ଡଙ୍ଗ୍ ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଏହା ପ୍ରାୟ ୧୨୪୦ ମିଟର ଉଚ୍ଚତାରେ ରହିଛି
ଏହି ଗ୍ରାମ ଲୋହିତ ଓ ସତୀ ନଦୀର ମିଳନସ୍ଥଳରେ ଅବସ୍ଥିତ ରହିଛି...
ସୂର୍ଯ୍ୟଙ୍କ ପ୍ରଥମ କିରଣ ଦେଖିବାକୁ ବହୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ ହୁଏ...