ଆଉ କିଛି ଦିନ ପରେ ନୂଆ ବର୍ଷ ଆରମ୍ଭ ହେବ

ନୂଆ ବର୍ଷର କ୍ୟାଲେଣ୍ଡର ଘରକୁ ଆଣିବା ପାଇଁ ବାସ୍ତୁ ସମ୍ବନ୍ଧୀୟ କିଛି ବିଶେଷ କଥା ଜାଣିବା ନିହାତି ଜରୁରୀ 

ବାସ୍ତୁ ଶାସ୍ତ୍ରରେ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ପାଇଁ କିଛି ନିୟମ ରହିଛି

ଯାହାର ପାଳନ କରିବା ଦ୍ୱାରା ଘରେ ପରିବାର ଲୋକେ ଜୀବନରେ ଆଗକୁ ଯାଇପାରିବେ

ଏହା ସହ ପୂରା ବର୍ଷ ଭାଗ୍ୟ ଭଲ ରହିବ

ଜାଣନ୍ତୁ କ୍ୟାଲେଣ୍ଡର ଲଗାଇବା ବେଳେ କଣ କରିବେ ନାହିଁ ?

ନୂତନ ବର୍ଷର କ୍ୟାଲେଣ୍ଡରକୁ ଘରର ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ 

ପରି କରିବା ଦ୍ୱାରା ଘରର ଅନେକ ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ

ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ 

ଏହା ସହିତ ଘରେ ପୁରୁଣା କ୍ୟାଲେଣ୍ଡର ରଖିବା ଉଚିତ ନୁହେଁ