ନାମର ପ୍ରଥମ ଅକ୍ଷରରୁ ଜଣାପଡ଼େ ବ୍ୟକ୍ତିତ୍ବ

ସେମାନଙ୍କ ଗୁଣ, ପସନ୍ଦ, ପ୍ରେମ ବାବଦରେ ମଧ୍ୟ ଜଣାପଡ଼େ

ନାମର ପ୍ରଥମରୁ 'L' ଥିବା ଝିଅମାନେ ଲୋକଙ୍କୁ କରିପାରନ୍ତି ଆକର୍ଷିତ

ଏମାନେ ସ୍ବଭାବରେ ହସମୁଖ ଓ ମେଳାପୀ

ଏମାନେ ସବୁ କାର୍ଯ୍ୟରେ ପାଆନ୍ତି ସଫଳତା

ଏହି ଝିଅମାନେ ଖୋଲା ବିଚାରର ହୋଇଥାନ୍ତି

ପରିବାର ସହ ସମ୍ପର୍କକୁ ଗୁରୁତ୍ବ ଦିଅନ୍ତି

ଏମାନେ ଶ୍ବଶୁର ଘର ପାଇଁ ଭାଗ୍ୟଶାଳୀ

ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି

ଜୀବନସାଥୀଙ୍କ ସାଥ ସବୁବେଳେ ଦିଅନ୍ତି

ପତ୍ନୀଙ୍କୁ ଏହି ମିଛ କୁହନ୍ତୁ ପୁରୁଷ