ଖଜୁରୀରେ ଅତ୍ୟଧିକ ପୁଷ୍ଟିକର ଓ ଏନର୍ଜୀ ବୁଷ୍ଟର ମିଳିଥାଏ

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଖଜୁରୀ

ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ପ୍ରୋଟିନ୍, ମାଙ୍ଗାନିଜ୍ ରହିଥାଏ

ସକାଳେ ଖାଲି ପେଟରେ ଖଜୁରୀ ଖାଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ

ଖଜୁରୀ ଖାଇବା ଦ୍ୱାରା ମିଳିଥାଏ ଏସବୁ ଲାଭ

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦିଏ ଖଜୁରୀ

ଗୋଟିଏ ଦିନରେ କେତୋଟି ଖାଇବା ଉଚିତ୍ ଖଜୁରୀ

ଜଣେ ସୁସ୍ଥ ବ୍ୟକ୍ତି ଦିନରେ ଦୁଇରୁ ତିନୋଚି ଖଜୁରି ଖାଇ ପାରିବେ

ମଜଭୁତ ହାଡ଼ ପାଇଁ ଖଜୁରୀ ଖାଇବା ଲାଭଦାୟକ

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନ ଲାଭ

ଆମ ପରମ୍ପରାରେ ଅଳତାର ଖାସ୍‌ ମହତ୍ତ୍ୱ ରହିଛି । ବିଶେଷ କରି ହିନ୍ଦୁ ପରମ୍ପରାରେ ପାଦରେ ଅଳତା ପିନ୍ଧିବା ବିଶେଷ ଗୁରୁତ୍ୱ ବହନ କରିଥାଏ ।