ଶୀତଦିନେ ନିମ୍ବ ପତ୍ରର ବ୍ୟବହାର ଦ୍ବାରା ଅନେକ ରୋଗ ଭଲ ହୋଇଥାଏ

ମେଡିକାଲ ସାଇନ୍ସରେ ନିମ୍ବ ପତ୍ରର ବ୍ୟବହାର ଅନେକ ଔଷଧ ରହିଛି

ନିମ୍ବରେ ଥିବା ଅନେକ ଗୁଣ ଶରୀର ପାଇଁ ଲାଭଦାୟକ ରହିଛି

ଏହାର ବ୍ୟବହାର ମୁହଁ ଠାରୁ ଆରମ୍ଭ କରି ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ

ନିମ୍ବ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି

ଏହା ମୁହଁ ସଂକ୍ରମଣ, କୁଣ୍ଡାଇ ହେବା ଓ ଅନେକ ପ୍ରକାରର ମୁହଁ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ

ନିମ୍ବ ପତ୍ରକୁ ଚୋବାଇ ଖାଇବା ଦ୍ବାରା କେଶ ସମସ୍ୟା ଦୂର ହୋଇଥାଏ

ଏହା କେଶକୁ ପ୍ରାକୃତିକ ରୂପେ କଳା କରିବା ସହ ଅନେକ ସମସ୍ୟାରୁ ଦୂରେଇ ରଖିଥାଏ

ଏହା ରୂପି ସମସ୍ୟା ଠାରୁ ଦୂରେଇ ରଖିଥାଏ