ଅନ୍ଧାରରେ ଥିଲେ ବି ମଶା ଆମକୁ ଖୋଜି ପାଏ, କିପରି

ଶୀତ ଦିନ ଆରମ୍ଭ ହୋଇଛି

କିନ୍ତୁ ମଶାଙ୍କ ଆତଙ୍କ ଏବେ ଲାଗି ରହିଛି

ଅନ୍ଧାର ହେଉ କି ଆଲୋକ ମଶା ମଣିଷଙ୍କୁ କାମୁଡିଥାନ୍ତି

କିନ୍ତୁ କେବେ ଭାବିଛନ୍ତି କି ଅନ୍ଧାରରେ ମଶା ମଣିଷଙ୍କୁ କିଭଳି ଦେଖି ପାରେ

ଏହାର ଉତ୍ତର ହେଉଛି ଆପଣ ନିଜେ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କିନ୍ତୁ, ଏହା ସତ

ନିଶ୍ବାସ ପ୍ରଶ୍ବାସରୁ ନିର୍ଗତ ହେଉଥିବା କାର୍ବନ ଡାଇ ଅକ୍ସାଇଡ ଗ୍ୟାସ ଯୋଗୁଁ ମଶା ଆପଣଙ୍କ ନିକଟକୁ ଆସିଥାଏ

ଏହି ଗ୍ୟାସ ଯୋଗୁଁ ଆପଣ ଅନ୍ଧାରରେ ଶୋଇଲେ ମଧ୍ୟ ମଶାଙ୍କୁ ଆପଣଙ୍କ ବାବଦରେ ଜଣାପଡିଯାଏ

ଆହୁରି ମଧ୍ୟ ଶରୀରର ଝାଳ ଗନ୍ଧ ମଧ୍ୟ ମଶା ଆସିବାର ଆଉ ଏକ କାରଣ

ମଶା ଆପଣଙ୍କର ରକ୍ତ ଶୋଷିଥାଏ

ଯେଉଁଥିପାଇଁ ଆପଣଙ୍କ ନିଦ ଭାଙ୍ଗିଯାଏ

ରାତିରେ ଶୋଇବା ପୂର୍ବରୁ କରନ୍ତୁନି ଏହି କାମ, ପସ୍ତେଇବେ