ବନବାସ ସମୟରେ ମାତା ସୀତାଙ୍କୁ ହରଣ କରିଥିଲେ ଲଙ୍କାର ରାଜା ରବଣ। ତେବେ କେତେ ଦିନ ଲଙ୍କାରେ ରହିଥିଲେ ମାତା ସୀତା?
ମାତା ସୀତାଙ୍କ ହରଣ କରି ରାବଣ ନିଜର ସାମ୍ରାଜ୍ୟ ଲଙ୍କାକୁ ନେଇଯାଇଥିଲେ।
ମାତା ସୀତାଙ୍କ ହରଣ କରି ରାବଣ ନିଜର ସାମ୍ରାଜ୍ୟ ଲଙ୍କାକୁ ନେଇଯାଇଥିଲେ।
ମାତା ସୀତାଙ୍କ ହରଣ ସେହି ସମୟରେ ହୋଇଥିଲା ଯେତେବେଳେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସରେ ଜୀବନଯାପନ କରୁଥିଲେ।
୧୪ ବର୍ଷ ବନବାସ ପୂରଣ ହେବାକୁ ମାତ୍ର ଏକ ବର୍ଷ ବାକି ଥିଲା। ଠିକ ସେହି ସମୟରେ ମାତା ସୀତାଙ୍କୁ ହରଣ କରିଥିଲେ ମହାଦେବ ଶିବଙ୍କ ବଡ଼ ଭକ୍ତ ଆର୍ଥାତ୍ ଲଙ୍କାର ରାଜା ରାବଣ।
ତେବେ ଲଙ୍କାରେ କେତେ ଦିନ ରହିଥିଲେ ମାତା ସୀତା।
ତେବେ ଲଙ୍କାରେ କେତେ ଦିନ ରହିଥିଲେ ମାତା ସୀତା।
ବାଲ୍ମିକୀଙ୍କ ରାମାୟଣରେ ଲେଖିଥିଲେ ମାତା ସୀତାଙ୍କୁ ପାଖାପାଖି ୪୩୫ ଦିନ ଲଙ୍କାରେ ରହିବାକୁ ପଡ଼ିଥିଲା।
ପ୍ରଥମେ ମାତା ସୀତାଙ୍କୁ ରାବଣ ନିଜ ପତ୍ନୀ ମନ୍ଦୋଦରୀଙ୍କ ମହଲରେ ରଖିଥିଲେ।
ପ୍ରଥମେ ମାତା ସୀତାଙ୍କୁ ରାବଣ ନିଜ ପତ୍ନୀ ମନ୍ଦୋଦରୀଙ୍କ ମହଲରେ ରଖିଥିଲେ।
More
Stories
Pumpkin Seed: କଖାରୁ ମଞ୍ଜି ଶରୀର ପାଇଁ ବରଦାନ; ଭଲ କରିବ ଏହି ସବୁ ରୋଗ
ଖରାପ କୋଲେଷ୍ଟ୍ରଲର ପରିମାଣ ହ୍ରାସ କରିବ ରସୁଣ; କଣ୍ଟ୍ରୋଲରେ ରହିବ ବ୍ଲଡ ପ୍ରେସର
ଗ୍ରାହକଙ୍କୁ SBIର ପୂଜା ଭେଟି; କାର୍ଡ଼ରେ ସପିଂ କଲେ ମିଳିବ ଦମଦାର ଡିସକାଉଣ୍ଟ...
ଏହାପରେ ମାତା ସୀତା ଅଶୋକ ବାଟିକାରେ ରହିଥିଲେ।
ଏହାପରେ ମାତା ସୀତା ଅଶୋକ ବାଟିକାରେ ରହିଥିଲେ।
ମାତା ସୀତା ଅଶୋକ ବାଟିକାରେ ୧୧ ମାସ ପର୍ଯ୍ୟନ୍ତ ରହିଥିଲେ।
ମାତା ସୀତା ଅଶୋକ ବାଟିକାରେ ୧୧ ମାସ ପର୍ଯ୍ୟନ୍ତ ରହିଥିଲେ।
ମାତା ସୀତା ଯେତେବେଳେ ଲଙ୍କାରୁ ଫେରିଥିଲେ ସେହି ସମୟରେ ତାଙ୍କ ଆୟୁ ୩୩ ବର୍ଷ ଥିଲା।
ବିଜୟଦଶମୀ ଦିନ ପ୍ରଭୁ ଶ୍ରୀରାମ ରାବଣର ବଧ କରି ଲଙ୍କା ଉପରେ ବିଜୟ ହାସିଲ କରିଥିଲେ।
ମହାରଣା ପ୍ରତାପ ଓ ଆକବରଙ୍କ କାହାଣୀ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...
ମହାରଣା ପ୍ରତାପ ଓ ଆକବରଙ୍କ କାହାଣୀ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...
Learn more