ବ୍ରସ୍‌ କରିବା ଜୀବନର ଏକ ଦୈନନ୍ଦିନ ପ୍ରକ୍ରିୟା

ପିଲାଠୁ ବୟସ୍କ ସମସ୍ତଙ୍କୁ ବ୍ରସ୍ କରିବାକୁ ପଡେ

ବ୍ରସ୍ କରିବା ପାଇଁ ସାଧାରଣତଃ ଟୁଥ୍‌ପେଷ୍ଟ ବ୍ୟବହାର କରିଥାଉ

କିନ୍ତୁ କେତେ ସମୟ ବ୍ରସ୍ କରିବା ଉଚିତ ଆପଣ ଜାଣିଛନ୍ତି କି?

ବିଶେଷଜ୍ଞଙ୍କ ମତରେ ଦିନକୁ ଦୁଇ ଥର ବ୍ରସ୍ କରିବା ଉଚିତ

ଯାହାଫଳରେ ପାଟିରୁ ବ୍ୟାକ୍ଟେରିଆ ଦୂର ହେବ

ଅତି କମ୍‌ରେ ୩ ମିନିଟ୍‌ ବ୍ରସ୍ କରିବା ଉଚିତ

ପ୍ରତିଦିନ ସକାଳେ ଏବଂ ରାତିରେ ଦାନ୍ତ ସଫା କରିବା ଉଚିତ

ଦାନ୍ତ ସୁସ୍ଥ ରଖିବା ପାଇଁ କିଛି ଖାଇବା ପରେ ଭଲଭାବେ କୁଳକୁଞ୍ଚା କରିବା ଜରୁରୀ

ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ନ୍ୟୁଜ୧୮ ଓଡିଶା ନିଶ୍ଚିତ କରେନାହିଁ