ଭାରତରେ IAS,IPS,IFS ହେଉଛନ୍ତି ସର୍ବୋଚ୍ଚ ଅଧିକାରୀ
ସିଭିଲ ସର୍ଭିସ୍ ପାଇଁ କଠି ପରିଶ୍ରମ ସହ ପ୍ରିଲିମ୍ସ, ମେନ୍ସ ଏବଂ ଇଣ୍ଟରଭ୍ୟୁ ଭଳି ସ୍ତର ଦେଇ ଯିବାକୁ ପଡେ।
ଏହା ପରେ ଯାଇ ଚାକିରି ମିଳେ ଏବଂ ବିଭାଗ ବଣ୍ଟନ କରାଯାଇ ଦାୟିତ୍ବ ଦିଆଯାଏ।
ଏହା ପରେ ଯାଇ ଚାକିରି ମିଳେ ଏବଂ ବିଭାଗ ବଣ୍ଟନ କରାଯାଇ ଦାୟିତ୍ବ ଦିଆଯାଏ।
ଭାରତରେ ୩ ପ୍ରକାରର ସିଭିଲ୍ ସେବା ବ୍ୟବସ୍ଥା ରହିଛି।
More
Stories
Weather Update: ପୂଜାରେ ପଶିବ ପାଣି! ଅକ୍ଟୋବର ୧୫ରୁ ପ୍ରବଳ ବର୍ଷା, ଏହି ସବୁ ଅଞ୍ଚଳ ପାଇଁ ଆଲର୍ଟ
Health Tips: କେଉଁମାନେ ଅଣ୍ଡା ଖାଇବା ଉଚିତ୍ ନୁହେଁ? ଜାଣନ୍ତୁ ଓ ମାନନ୍ତୁ ନଚେତ୍ ପସ୍ତେଇବେ
Durga Puja 2023: କେବେ ପଡୁଛି ଦଶହରା? ଦୂର କରନ୍ତୁ ଦ୍ବନ୍ଦ୍ବ, ଜାଣନ୍ତୁ ତାରିଖ
ଅଖିଳ ଭାରତୀୟ ସିଭିଲ୍ ସେବା, କେନ୍ଦ୍ରୀୟ ସିଭିଲ୍ ସେବା ଓ ରାଜ୍ୟ ସିଭିଲ୍ ସେବା।
ତେବେ ଭାରତରେ ପ୍ରଶାସନିକ ଅଧିକାରୀମାନଙ୍କ ଦରମା କେତେ? ଆପଣ ଜାଣିଛନ୍ତି କି?
IAS, IPSଙ୍କ ପ୍ରାରମ୍ଭିକ ଦରମା ୫୬,୧୦୦ ଟଙ୍କା ରହିଥାଏ।
ସେହିଭଳି IFSଙ୍କ ଦରମା ୩୯,୧୦୦ ଟଙ୍କାରୁ ଆରମ୍ଭ ହୋଇଥାଏ।
ସେହିଭଳି ସିଭିଲ୍ ସର୍ଭିସ୍ ଅଧିକାରୀଙ୍କ ସର୍ବାଧିକ ଦରମା ୨,୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ।
Learn more