କେଉଁ ମନ୍ଦିରରେ ରହିଛି ଶ୍ରୀକୃଷ୍ଣଙ୍କ ଦିଲ୍?

କେଉଁ ମନ୍ଦିରରେ ରହିଛି ଶ୍ରୀକୃଷ୍ଣଙ୍କ ଦିଲ୍?

ଦୁନିଆରେ ଏମିତି ରହସ୍ୟ ଅଛି ଯାହା ଆଗରେ ବିଜ୍ଞାନ ଫେଲ

ଦୁନିଆରେ ଏମିତି ରହସ୍ୟ ଅଛି ଯାହା ଆଗରେ ବିଜ୍ଞାନ ଫେଲ

ଜଗନ୍ନାଥ ମନ୍ଦିରରେ ଅଛି ଏକ ଅଦ୍ଭୁତ ରହସ୍ୟ

ଜଗନ୍ନାଥ ମନ୍ଦିରରେ ଅଛି ଏକ ଅଦ୍ଭୁତ ରହସ୍ୟ

ଏହି ମନ୍ଦିରରେ ଶ୍ରୀକୃଷ୍ଣଙ୍କ ହୃଦୟ ରହିଛି

ଏହି ମନ୍ଦିରରେ ଶ୍ରୀକୃଷ୍ଣଙ୍କ ହୃଦୟ ରହିଛି

କୃଷ୍ଣଙ୍କ ହୃଦୟରେ ବ୍ରହ୍ମା ବସିଛନ୍ତି । ତେଣୁ ଆଜି ବି ଏହା ଧକଧକ କରୁଛି

ଏହି ଦିଲ୍ ଜଗନ୍ନାଥ ମୂର୍ତ୍ତି ଭିତରେ ରହିଛି

ଏହି ଦିଲ୍ ଜଗନ୍ନାଥ ମୂର୍ତ୍ତି ଭିତରେ ରହିଛି

ଯେତେବେଳେ ୧୨ ଓ ୧୯ ବର୍ଷରେ ମୂର୍ତ୍ତି ବଦଳାଯାଏ, ସେତେବେଳେ ଏହାକୁ ବାହାରକୁ କଢାଯାଏ

ଯେଉଁ ସେବାୟତ ମୂର୍ତ୍ତି ସ୍ଥାପିତ କରନ୍ତି ତାଙ୍କ ଆଖିରେ ପଟି ଓ ହାତରେ କପଡ଼ା ବନ୍ଧା ଯାଏ

ଭଗବାନଙ୍କ ହୃଦୟ ଦେଖିନପାରନ୍ତୁ ବୋଲି ଏପରି କରାଯାଏ

ଭଗବାନଙ୍କ ହୃଦୟ ଦେଖିନପାରନ୍ତୁ ବୋଲି ଏପରି କରାଯାଏ

କୁହାଯାଏ, ଏହାକୁ ଦେଖିବା ଲୋକ ଅନ୍ଧ ହୋଇଯାଏ

କୁହାଯାଏ, ଏହାକୁ ଦେଖିବା ଲୋକ ଅନ୍ଧ ହୋଇଯାଏ

ଏହି ଜିନିଷ ରଖିଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହୁଏ ଝଗଡ଼ା

ଏହି ଜିନିଷ ରଖିଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ହୁଏ ଝଗଡ଼ା