ଚଳିତ ବର୍ଷ ଜନ୍ମାଷ୍ଟମୀ ସେପ୍ଟେମ୍ବର ୬ ଓ ୭ ତାରିଖ ଦିନ ପାଳନ କରାଯିବ।

ଏହାସହ ଏଥର ଜନ୍ମାଷ୍ଟମୀରେ ରହିଛି ଦୁର୍ଲଭ ଯୋଗ।

ଏଥର ୩୦ ବର୍ଷ ପରେ ଏହି ଦିନ ସ୍ବାର୍ଥ ସିଦ୍ଧି ଯୋଗ, ରୋହିଣୀ ନକ୍ଷତ୍ର ଏବଂ ଚନ୍ଦ୍ରମା ବୃଷ ରାତିରେ ରହିବେ। ଏହା ଏକ ଅଦ୍ଭୂତ ସଂଯୋଗ।

ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ କେଉଁ କେଉଁ ରାଶି ପାଇଁ ବହୁତ ଲାଭଦାୟକ ହେବାକୁ ଯାଉଛି।

ଏବର୍ଷ କୃଷ୍ଣ ଜନ୍ମ କେଉଁ କେଉଁ ରାଶି ପାଇଁ ବିଶେଷ ଶୁଭ। ବୃଷ ରାଶିର ଲୋକଙ୍କ ପାଇଁ ଏ ବର୍ଷ ଜନ୍ମାଷ୍ଟମୀ ଖୁବ୍‌ ଶୁଭ ରହିବ।

ଅପାର ଧନ ପ୍ରାପ୍ତି ସହ ସମସ୍ତ କାମରେ ସହଜରେ ସଫଳତା ମିଳିବ। ଅଟକି ରହିଥିବା ସମସ୍ତ ପୁରୁଣା କାମ ପୂରା ହେବ।

ଈଶ୍ବରଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର କ୍ୟାରିୟର୍‌ ଭଲ ହେବାକୁ ନେଇ ପରିବାରରେ ଖୁସି ବଜାୟ ରହିବ।

କର୍କଟ ରାଶି ପାଇଁ ମଧ୍ୟ ଏ ବର୍ଷ ଜନ୍ମା‌ଷ୍ଟମୀ ଶୁଭ।

ସିଂହ ରାଶିର ଲୋକଙ୍କ ପାଇଁ ଏହି ଜନ୍ମାଷ୍ଟମୀରୁ ହିଁ ଭଲ ଦିନ ଆରମ୍ଭ ହୋଇଯିବ।

ଏହା ଛଡ଼ା ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ବି ଏ ବର୍ଷ ଜନ୍ମାଷ୍ଟମୀ ଖୁବ୍‌ ଶୁଭଙ୍କର।

ଯୌନ କ୍ଷମତା ବଢ଼ାଇବା ପାଇଁ ଖାସ୍ ଖାଦ୍ୟ ଖାଉଥିଲେ ମୋଗଲ ଶାସକମାନେ।