ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି

ଦୁର୍ଘଟଣାର ଅନେକ କାରଣ ରହିଛି

ନକାରାତ୍ମକ ଶକ୍ତି ପ୍ରଭାବରୁ ଦୂରେଇ ରହିବା ପାଇଁ ଗାଡି଼ରେ ରଖନ୍ତୁ ଏସବୁ ଜିନିଷ

ଗାଡ଼ିରେ କେଉଁ ସବୁ ଜିନିଷ ରଖିଲେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ

ଗାଡ଼ିର ଡ୍ୟାସ୍‌ବୋର୍ଡରେ ଠାକୁରଙ୍କ ମୂର୍ତ୍ତି ରଖନ୍ତୁ

ଗଣେଶ, ଦୁର୍ଗା ଓ ଶିବଙ୍କ ପ୍ରତିମା ରଖିପାରିବେ

ଗାଡ଼ିରେ ପାଣି ବୋତଲ ରଖିବା ଦ୍ୱାରା ମନ ନିର୍ମଳ ରହେ

ମୟୁର ପୁଚ୍ଛ, ଶିବଙ୍କ ଡମ୍ୱୁର ଓ ଦୁର୍ଗା ମାଙ୍କ ଓଢ଼ଣୀ ରଖିବା ଭଲ

ଗାଡିରେ ଚନ୍ଦନ ଓ ଧୂପ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବଜାୟ ରହ

ସିଡ଼ି ତଳେ ରଖିଲେ ଏହି ଜିନିଷ, ଆସିବ ସଙ୍କଟ!