କଥାରେ ଅଛି ‘ସନଣ୍ଡେ ହୋ ୟା ମନଣ୍ଡେ ରୋଜ୍ ଖାଓ ଅଣ୍ଡେ’ 

ଅଣ୍ଡା ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ; ଯେଉଁମାନେ ସୁସ୍ଥ ଓ ପ୍ରୋଟିନ୍ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ...

ବର୍ଷା ଦିନେ ଅଧିକ ଅଣ୍ଡା ଖାଇବାକୁ ମନା କରାଯାଏ

ଅଣ୍ଡା ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ଥାଏ !

କିଡନୀ ରୋଗୀ ଅଣ୍ଡା ଠାରୁ ଦୂରେଇ ରହିବା ଦରକାର...

ଏହା ହାଇ କୋଲେଷ୍ଟ୍ରୋଲ ହାର୍ଟ ଆଟାକର ଗୋଟେ କାରଣ ବୋଲି କୁହାଯାଏ...

ଡାଇବେଟିସ ରୋଗୀ ଅଣ୍ଡା ଠାରୁ ଦୂରେଇ ରହିବା ଦରକାର...

କେହି କୁହନ୍ତି ଅଣ୍ଡା ଖାଇବା ଦ୍ବାରା ମୋଟାପଣ ବଢ଼େ । କିନ୍ତୁ ଏହା ଭୁଲ...

ଅଣ୍ଡାର କେସର ନ ଖାଇ ଧଳା ଅଂଶ ଖାଇଲେ ଦେହ ପାଇଁ ଭଲ

ଯେଉଁମାନେ ସୁସ୍ଥ ଓ ପ୍ରୋଟିନ୍ ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ...