Chanakya Niti: ଆପଣଙ୍କ ପାଇଁ କଣ ଭଲ କେଉଁ ଜିନିଷରୁ ଦୂରେଇ ରହିଲେ ଆପଣ ଖୁସିରେ ରହିବେ ତାହା ଚାଣକ୍ୟଙ୍କ ନୀତିରେ ଉଲ୍ଲେଖ୍ୟ କରାଯାଇଛି।

ଚାଣକ୍ୟଙ୍କ ବିଶ୍ବାସ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଏମାନଙ୍କଠୁ ଦୂରେଇ ରହିବେ, ତେବେ ଜୀବନରେ ଖୁସିରେ ରହିପାରିବେ।

ଯଦି ଏହି ୪ ବ୍ୟକ୍ତିଙ୍କ ଠାରୁ ଆପଣ ନ ଦୂରେଇବେ, ତେବେ ସବୁବେଳେ ସମସ୍ୟା ଘେରରେ ବୁଡ଼ି ରହିବେ।

ଆସନ୍ତୁ ଜାଣିବା ଏହି ୪ ବ୍ୟକ୍ତିଙ୍କ ବିଷୟରେ।

ଆଚାଯ୍ୟ ଚାଣକ୍ୟଙ୍କ କହିବା କଥା ହେଲା ଯେ ମୂର୍ଖ ଶିଷ୍ୟଙ୍କୁ ଉପଦେଶ ଦେଲେ କୌଣସି ଲାଭ ମିଳିବ ନାହିଁ।

ଏହପରି ମୂର୍ଖ ବ୍ୟକ୍ତିଙ୍କ ପଛରେ ସମୟ ନଷ୍ଟ କଲେ ହୁଏତଃ ଆପଣ ଜୀବନରେ ସବୁବେଳେ କଷ୍ଟରେ ରହିବେ।

ଚାଣକ୍ୟ ଏପରି ମହିଳାଙ୍କୁ ମଧ୍ୟ ଭୁଲ କହିଛନ୍ତି। ଯେଉଁମାନେ କେବଳ ନିଜର କାମ କରନ୍ତି ଆଉ ଘରେ କାହାରି କଥାକୁ ଖାତିର କରନ୍ତିନାହିଁ।

ଏମିତି ଲୋକ ଯେଉଁମାନେ ସବୁବେଳେ ଟଙ୍କା ବିଷୟରେ କେବଳ ଭାବନ୍ତି, ଏଭଳି ଲୋକଙ୍କଠୁ ଦୂରେଇ ରହିବା ଠିକ୍।

ଏମାନଙ୍କୁ କେବଳ ନିଜର ଧନ ନଷ୍ଟ ହେବାର ଚିନ୍ତା ରହିଥାଏ। ଏମାନେ ଆପଣଙ୍କ ଚିନ୍ତା କେବେ କରନ୍ତିନାହିଁ।

ଏପରି ଲୋକ ସବୁବେଳେ କଷ୍ଟରେ ଘେରି ରହିବେ। କାରଣ ଏମାନେ ନିଜର ଧର ସଠିକ୍ କାମରେ ବ୍ୟବହାର କରିପାରନ୍ତି ନାହିଁ।

ଚାଣକ୍ୟ ନିଜ ନୀତିବାଣୀରେ କହିଛନ୍ତି ଯେ ଆମକୁ ଏଭଳି ବ୍ୟକ୍ତିଙ୍କଠୁ ମଧ୍ୟ ଦୂରେଇ ରହିବା ଉଚିତ୍। ଯେଉଁମାନେ ନିଜ ସମସ୍ୟା ବିଷୟରେ କହି ଆପଣଙ୍କୁ ସମସ୍ୟାରେ ପକାଇ ଦିଅନ୍ତି।

ନେଟଫ୍ଲିକ୍ସର ଦମଦାର ରୋମାଣ୍ଟିକ ସିରିଜ