ସ୍ବାସ୍ଥ୍ୟ ସୁରକ୍ଷା ଆଜିକାଲି ବଡ ଚ୍ୟାଲେଞ୍ଜ ହୋଇଗଲାଣି।
ଖାଦ୍ୟପେୟରେ ଅନିୟମିତତା କାରଣରୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି।
ସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ଶରୀର ପାଇଁ ଲାଭ ଦାୟକ।
ସକାଳୁ ଚା-କଫି ବଦଳରେ ଲେମ୍ବୁ ପାଣି ପିଇଲେ ମିଳେ ଗଜବ୍ ଫାଇଦା।
More
Stories
MSP Hike: ମୋଦି ସରକାରଙ୍କ ଡବଲ୍ ପୂଜା ଭେଟି, DA ପରେ ୬ଟି ଫସଲରେ MSP ବୃଦ୍ଧି
Survey Report: କେଉଁଭଳି ପୁରୁଷଙ୍କୁ ପସନ୍ଦ କରନ୍ତି ଯୁବତୀ? ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା, ଜାଣନ୍ତୁ...
Health Tips: କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍ ପସ୍ତେଇବେ
ଲେମ୍ବୁ ପାଣିରେ ପ୍ରଚୁର ପରିମାଣର ଭିଟାମିନ୍ ଓ କାର୍ବୋହାଇଡ୍ରେଟ୍ ଥାଏ।
ସକାଳୁ ଲେମ୍ବୁ ପାଣି ପିଇଲେ ଓଜନ ହ୍ରାସ ପାଇଥାଏ ଏବଂ କମ୍ ଭୋକ ଲାଗିଥାଏ।
ଲେମ୍ବୁ ପାଣିରେ ପ୍ରଚୁର ପରିମାଣର ଭିଟାମିନ୍-C ଥାଏ ଯାହାକି ଇମ୍ୟୁନିଟି ବୃଦ୍ଧି କରେ।
ଚର୍ମ ପାଇ ଖୁବ୍ ଲାଭଦାୟକ ଲେମ୍ବୁ ପାଣି।
ସେହିଭଳି ରକ୍ତ ଚାପ କମ୍ କରିବା ପାଇଁ ଲେମ୍ବୁ ପାଣି ଖୁବ ଭଲ କାମ କରିଥାଏ।
ସକାଳୁ ଲେମ୍ବୁ ପାଣି ପିଇଲେ ଡାଇବେଟିସ୍ କଣ୍ଟ୍ରୋଲରେ ରହିଥାଏ।
Learn more