ବିବାହ ର୍ପୂବରୁ ଜାତକ ମିଳାଇବା ଏକ ପରମ୍ପରା

ଆଜିକାଲି ବିବାହ ଆଗରୁ ମେଡିକାଲ ଟେଷ୍ଟବି କରାଇବା ଜରୁରୀ

ଏହା ଭବିଷ୍ୟତର ବଡ଼ ରୋଗରୁ ଆପଣଙ୍କୁ ଦେବ ମୁକ୍ତି

ଆସନ୍ତୁ ଜାଣିବା କେଉଁ ଟେଷ୍ଟ କରିନେବା ଜରୁରୀ

ଇନଫର୍ଟିଲିଟି ଟେଷ୍ଟ କରିନିଅନ୍ତୁ

ବ୍ଲଡ ଗ୍ରୁପ କମ୍ପାଟିବିଲିଟି ଟେଷ୍ଟ କରିବା ଉଚିତ

ଜେନେଟିକ ରୋଗ ସମ୍ପର୍କିତ ଟେଷ୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ

ଜେନେଟିକ ରୋଗ ସମ୍ପର୍କିତ ଟେଷ୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ

ଥାଲାସେମିଆ ଟେଷ୍ଟ କରିନେବା ଭଲ

ମାନସିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ

କରନ୍ତୁନି ଏହି ଭୁଲ, ଭାଙ୍ଗିଯିବ ଘର