ମୋଗଲ ଶାସନ କାଳରେ ଥିଲେ ଅନେକ ମହାନ ରାଜା, ଯେଉଁମାନେ ନିଜ ଭଲ କାମ ପାଇଁ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇରହିଛନ୍ତି। ଏହି ନାମରେ ସାମିଲ ଥିଲେ ଏମିତି ଜଣେ ରାଜା, ଯିଏ ଗାଈଙ୍କୁ କରୁଥିଲେ ପୂଜା...

ମୋଗଲ ସାମ୍ରାଜ୍ୟ ଏକ ମୁସଲମାନ୍ ତୁର୍କୀ-ମଙ୍ଗୋଲ୍ ସାମ୍ରାଜ୍ୟ ଥିଲା, ଯାହ ୧୫୨୬ରେ ଆରମ୍ଭ ହୋଇଥିଲା ।

ଯାହା ୧୫୨୬ ଖ୍ରୀ:ଅରେ ଆରମ୍ଭ ହୋଇ ୧୭୦୦ ଶତବ୍ଦୀ ଶେଷ ଓ ୧୮୦୦ଶତବ୍ଦୀ ଆରମ୍ଭ ପର୍ଯ୍ୟନ୍ତ ଭାରତୀୟ ଉପମହାଦ୍ୱୀପରେ ଶାସନ କରି ୧୯୦୦ ଶତବ୍ଦୀ ମଧ୍ୟ ଆଡକୁ ଶେଷ ହୋଇଥିଲା।

ମୋଗଲ ଶାସନ ସମୟରେ ଥିଲେ ଏମିତି ଜଣେ ସମ୍ରାଟ, ଯିଏ ମୁଣ୍ଡ ନୁଆଁଇ ଗାଈଙ୍କୁ ଦେଉଥିଲେ ସମ୍ମାନ।

ଆକବର ମହାନ ମୋଗଲ ସମ୍ରାଟମାନଙ୍କ ମଧ୍ୟରୁ ଥିଲେ ଅନ୍ୟତମ। ତାଙ୍କ ଭଲ କାମ ପାଇଁ ତାଙ୍କୁ ପ୍ରଜାମାନେ ବେଶ୍ ପସନ୍ଦି କରୁଥିଲେ।

ଆକବର ୧୫୫୬-୧୬୦୫ ପର୍ଯ୍ୟନ୍ତ ଶାସନ କରିଥିଲେ।

ଆକବରଙ୍କ ଚିନ୍ତାଧାର ଏବଂ ବୁଝାମଣା ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା।

ସମ୍ରାଟ ଆକବର ଜଳ, ଗଛ ଏବଂ ଅନ୍ୟାନ୍ୟ ଜିନିଷ ପରି ପ୍ରାକୃତିକ ଉପାଦାନଗୁଡ଼ିକୁ ପୂଜା କରୁଥିଲେ।

ମୋଗଲ ସମ୍ରାଟ ଆକବର ଗାଈଙ୍କ ସାମ୍ନାରେ ମୁଣ୍ଡ ନୁଆଁଉଥିଲେ।

କୁହାଯାଏ ଯେ ଆକବର ଗାଈ ଗୋବରକୁ ମଧ୍ୟ ବିଶେଷ ମାନ୍ୟତା ଦେଉଥିଲେ।

ଆକବରଙ୍କ ନିର୍ଦ୍ଦେଶରେ ଗୋମାଂସ ଉପରେ ନିଷେଧାଦେଶ ମଧ୍ୟ ଜାରି କରାଯାଇଥିଲା।

ଖାଲି ଏତିକି ନୁହେଁ ଆକବର ଭଗବାନ ସୂର୍ଯ୍ୟଙ୍କୁ ମଧ୍ୟ ପୂଜା କରୁଥିଲେ।

ଆକବର ବିଶ୍ବାସ କରୁଥିଲେ ଯେ ସୂର୍ଯ୍ୟ ସମସ୍ତଙ୍କୁ ଆଲୋକିତ କରନ୍ତି। ଜୀବନରେ ଖୁସି ଆଣନ୍ତି।

କାହିଁକି ହିନ୍ଦୁ ରାଜାଙ୍କୁ ବିବାହ କରିଥିଲେ ଆକବରଙ୍କ ଭାଣିଜୀ?