Mughal Emperor Love Story: ମୋଗଲ ସମୟ ସହିତ ଜଡିତ ଅନେକ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଆଜି ଆମେ ପ୍ରେମର କାହାଣୀ ବିଷୟରେ କହିବାକୁ ଯାଉଛୁ। ଯେଉଁଠାରେ ଥିଲେ ଏମିତି ଜଣେ ମୋଗଲ ବାଦଶାହ୍ ଯିଏ ନିଜ ସାବତ ମା'ଙ୍କୁ କରୁଥିଲେ ପ୍ରେମ...

ମୋଗଲ ସମୟ ସହିତ ଜଡିତ ଅନେକ କାହାଣୀ ଅଛି, ଯାହା ଇତିହାସର ପୃଷ୍ଠାରେ ଆଜି ବି ଚର୍ଚ୍ଚିତ।

ମୋଗଲ ଶାସନ କାଳରେ ଥିଲେ ଜଣେ ଏମିତି ବାଦଶାହ୍, ଯିଏ ନିଜ ସାବତ ମା’ଙ୍କ ପାଇଁ ଥିଲେ ଦିୱାନା।

ଏହାର ପରିଣାମ ହେଲା ଆକବର ତାଙ୍କୁ କାନ୍ଥରେ ଜୀବନ୍ତ ପୋତି ଦେଇଥିଲେ। ଆକବରଙ୍କ ଶାସନ କାଳରେ ତାଙ୍କୁ ସମଗ୍ର ସୁଲତାନରେ ଆଲୋଚନା କରାଯାଇଥିଲା। ଆଜିର କଥାରେ ଆମେ ଏ ବିଷୟରେ ଆଲୋଚନା କରିବାକୁ ଯାଉଛୁ।

ସଲିମ୍ ଓ ଅନାରକଲିଙ୍କ ପ୍ରେମ କାହାଣୀ ପ୍ରାୟ ସମସ୍ତେ ଶୁଣିଛନ୍ତି।

ଅନାରକଲିଙ୍କ ପ୍ରକୃତ ନାମ ନାଦିରା ବେଗମ୍ ବୋଲି ଇତିହାସରେ ବର୍ଣ୍ଣିତ ହୋଇଛି।

ଅନାରକଲିଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲା।

ସଲିମ୍ (ଜହାଁଗିର) ମୋଗଲ ବାଦଶାହ ଆକବରଙ୍କ ପୁଅ ଥିଲେ।

ସଲିମ୍ ଓ ଅନରାକଲିଙ୍କ ଥିଲା ନିଆରା ପ୍ରେମ କାହାଣୀ। ଯାହା ସମସ୍ତଙ୍କୁ କରିଥିଲା ଆଶ୍ଚର୍ଯ୍ୟ।

ହେଲେ ଏହି ପ୍ରେମ କାହାଣୀରେ ଥିଲା ବଡ଼ ସମସ୍ୟା। ସଲିମ୍ ଓ ଅନରାକଲିଙ୍କ ସମ୍ପର୍କ ବିଷୟର ହୁଏତଃ ଅନେକ ଲୋକ ଜାଣିନାହାଁନ୍ତି।

ବ୍ରିଟିଶ ଟୁରିଷ୍ଟ ୱିଲିୟମ୍ ଫିଞ୍ଚ୍‌ଙ୍କ ପୁସ୍ତକରେ ଏହି ବିଷୟରେ ଆଲୋଚନା କରାଯାଇଛି।

ୱିଲିୟମ୍‌ଙ୍କ ଅନୁଯାୟୀ ଅନାରକଲି ଆକବରଙ୍କ ପତ୍ନୀ ଥିଲେ। ଏହି ହିସାବରେ ସେ ସଲିମ୍‌ଙ୍କ ସାବତ ମା'।

ଯେତେବେଳେ ଆକବରଙ୍କୁ ସଲିମ୍ ଓ ଅନାରକଲିଙ୍କ ଶାରୀରିକ ସମ୍ପର୍କ ବିଷୟରେ ଜଣା ପଡ଼ିଲା।

ଏହି କଥାରେ କ୍ରୋଧିତ ହୋଇ ଆକବର ଅନାରକଲିଙ୍କୁ କାନ୍ଥରେ ଜୀବନ୍ତ ପୋତି ଦେଇଥିଲେ।

ଆକବରଙ୍କ ଏହି କାର୍ଯ୍ୟକୁ ସବୁଠୁ ଘୃଣ୍ୟ କାର୍ଯ୍ୟରେ ବର୍ଣ୍ଣିତ କରାଯାଇଛି।

କାହିଁକି ଏହି ମନ୍ଦିର ଦେଇ ଶବ ଗଲେ ଭାରି ଲାଗେ। ତଥ୍ୟ ଜାଣିବା ପାଇଁ ତଳ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...