ସାହାରା ଗ୍ରୁପରେ ସମବାୟ ସମିତିରେ ଫସି ରହିଥିବା ଟଙ୍କା ଫେରସ୍ତ ହେବାର ଆଶା ଅଛି ।

ଡକ୍ୟୁମେଣ୍ଟ୍ ସହିତ ନିବେଶକମାନେ ସେମାନଙ୍କର ଟଙ୍କା ଦାବି କରିପାରିବେ । 

ଏଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ନମ୍ବର ରହିବା ଜରୁରୀ

ଜମା ପ୍ରମାଣପତ୍ର କିମ୍ବା ପାସବୁକ୍ ନମ୍ବର ମଧ୍ୟ ରଖନ୍ତୁ..ନଚେତ ମିଳିବନି ପଇସା ।

ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରର ମଧ୍ୟ ଆବଶ୍ୟକ ଅଛି ।

ଆକାଉଣ୍ଟ୍ ନମ୍ବର ଓ ପାନ୍ କାର୍ଡ ଭଳି ଡକ୍ୟୁମେଣ୍ଟ ରହିବା ଉଚିତ ।

ଆଧାର ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ବିନା ଟଙ୍କା ଫେରସ୍ତ ପାଇଁ ଦାବି ହୋଇପାରିବ ନାହିଁ । 

CACS ସାହାରା ଫେରସ୍ତ ପୋର୍ଟାଲ ଯାଇ କ୍ଲିକ୍ କରିବାକୁ ପଡିବ ।

ପଞ୍ଜୀକୃତ ମୋବାଇଲରେ OTP ଆସିବ।

ଦାଖଲ ତାରିଖ ଠାରୁ ୪୫ ଦିନ ପରେ ଜମାକାରୀଙ୍କ ଆକାଉଣ୍ଟକୁ ଫେରସ୍ତ କରାଯିବ ।

ମନ୍ଦିରକୁ ଯିବା ପୂର୍ବରୁ କାହିଁକି ଛୁଅଁନ୍ତି ପାହାଚ