ବିବାହ ଜୀବନର ଏକ ବଡ଼ ନିଷ୍ପତ୍ତି

ବିବାହ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ବାବଦରେ ଭଲ ଭାବେ ଜାଣନ୍ତୁ

ଏମିତି ପ୍ରକୃତି ଥିବା ବ୍ୟକ୍ତିଙ୍କୁ କେବେ ବି ବିବାହ କରନ୍ତୁନି

ଯିଏ ଆପଣଙ୍କ ସବୁ କାମରେ ଦୋଷ ବାହାର କରନ୍ତି

ଅନ୍ୟ ଆଗରେ ଯିଏ ଆପଣଙ୍କୁ ଖରାପ କହୁଥିବ

ଯେଉଁ ବ୍ୟକ୍ତି ଆପଣଙ୍କ ଉନ୍ନତିରେ ଚିଡୁଥିବେ

କଥା କଥାରେ ଆପଣଙ୍କୁ ଅସମ୍ମାନ କରୁଥିବେ 

ଆପଣଙ୍କୁ ସମୟ ଦେଉନଥିବେ

ଆପଣଙ୍କ କାମ ବିଗାଡ଼ିବାକୁ ଚେଷ୍ଟା କରୁଥିବେ

ଅନ୍ୟ ସହ ମିଶିବାକୁ ଦେଉନଥିବେ

କରନ୍ତୁ ଏହି ଟେଷ୍ଟ. ହେବନି ସମସ୍ୟା