Red ant chutney: ଆପଣ କେବେ କାଇ ଚଟଣୀ ଖାଇଛନ୍ତି କି? କାଇ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା। ମିଛ ଲାଗୁଥିଲେ ମଧ୍ୟ ଏହା ଏକଦମ ସତ।

ନିକଟରେ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ପାରମ୍ଫରିକ ଖାଦ୍ୟ କୁରୁକୁଟିକୁ ମିଳିଥିଲା GI ମାନ୍ୟତା। ଏହାକୁ ନାଲି ପିମ୍ପୁଡ଼ି ଚଟଣୀ କିମ୍ବା କାଇ ପିମ୍ପୁଡ଼ି ଚଟଣୀ ମଧ୍ୟ କୁହାଯାଏ।

ଏହି ପିମ୍ପୁଡ଼ି ଜଙ୍ଗଲରୁ ସଂଗ୍ରହ କରାଯାଇଥିଲାଏ। ଜଙ୍ଗଲ ଦ୍ରବ୍ୟ ମଧ୍ୟରୁ ଏହା ଅନ୍ୟତମ।

ବହୁ ପୁରାତନ କାଳରୁ ଆଦିବାସୀମାନେ କାଇ ପିମ୍ପୁଡ଼ିକୁ ଖାଦ୍ୟ ରୂପେ ବ୍ୟବହାର କରିଆସୁଛନ୍ତି। କାଇ ପିମ୍ପୁଡ଼ିକୁ ଚଟଣୀ କରି ସୁସ୍ବାଦୁ ଖାଦ୍ୟ ଭାବେ ପ୍ରସ୍ତୁତ କରାଯାଇଥାଏ।

ତେବେ ଆସନ୍ତୁ ଜାଣିବା ଏହି କାଇ ଚଟଣୀରେ ଶରୀର ପାଇଁ କେମିତି ହିତକାର।

ଏହି ଚଟଣୀରେ ହୃଦୟରୁ ମସ୍ତିଷ୍କ ପର୍ଯ୍ୟନ୍ତ ସମସ୍ୟା ଦୂର କରିଥାଏ।

ଏହି ଚଟଣୀରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ।
ଏହି ଚଟଣୀରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ।
ଏହି ଚଟଣୀ ପେଟ୍ ରୋଗକୁ ଦୂରେଇ ରଖେ।
ଏହି ଚଟଣୀ ପେଟ୍ ରୋଗକୁ ଦୂରେଇ ରଖେ।
ଏହି ଚଟଣୀରେ ଜିଙ୍କ ଏବଂ କ୍ୟାଲସିୟମ୍ ମଧ୍ୟ ମିଳିଥାଏ।

ଲୋକଙ୍କର କହିବା କଥା ହେଲା ଯେ ଏହି ଚଟଣୀ ବହୁତ ଟେଷ୍ଟି ହୋଇଥାଏ। ଏହା ସହିତ ଏହାକୁ ଥଣ୍ଡା ଦିନରେ ଖାଇବା ଦ୍ବାରା ଅନେକ ରୋଗ ଭଲ ହୋଇଯାଇଥାଏ।

ଆଦିବାସୀ ସମାଜର ଲୋକ କରଞ୍ଜ ଗଛରୁ ଏହି କାଇକୁ ଖୋଜି ଆଣନ୍ତି। ଏହାପରେ ଏହାକୁ ଘରେ ଏକ ହାଣ୍ଡିରେ ଭର୍ତ୍ତି କରି ରଖନ୍ତି। ପରେ ଏହାକୁ ମହିଳାମାନେ ପଥରେ ପେଶି ଏଥିରେ ଲୁଣ, ଲଙ୍କା, ଅଦା ଓ ରସୁଣକୁ ମିଶାଇ ବାଟିଥାଆନ୍ତି। ତାପରେ ଏହାକୁ ଖାଆନ୍ତି।