Hitler Story: ଆପଣ ନିଶ୍ଚିତ ଭାବରେ ଜର୍ମାନ ଏକଛତ୍ରବାଦୀ ଶାସକ ଆଡଲଫ୍ ହିଟଲଙ୍କ ନାମ ଶୁଣିଥିଲେ। ତାଙ୍କ ନାଁ ଶୁଣିବା ମାତ୍ରେ ୟହୁଦିମାନେ ଥରି ଉଠୁଥିଲେ। ତେବେ ହିଟଲରଙ୍କ ମୃତ୍ୟୁ ପରେ ଏକ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଥିଲେ। ହେଲେ କାହିଁକ...

ଏହି ନାଜି ଶାସକ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ।

ଟଲରଙ୍କ ସହ ଅନେକ ବଡ଼ ନାଜି ନେତାମାନେ ମଧ୍ୟ ଆତ୍ମହତ୍ୟା କରିଥିଲେ।

ଏହି ବିଷୟରେ ଫ୍ଲୋରୟାନ ହୁବର ତାଙ୍କ ପୁସ୍ତକ "Promise Me You'll Shoot Yourself"ରେ ପ୍ରକାଶ କରିଥିଲେ।

ହୁବରଙ୍କ ଅନୁସାରେ ସେହି ସମୟରେ ସୋଭିଏତ୍ ୟୁନିଅନକୁ ଜର୍ମାନୀର ଶତ୍ରୁ ରୂପେ ଦେଖାଯାଉଥିଲେ।

ସୋଭିଏତ୍ ଆର୍ମି ରେଡ୍ ଆର୍ମି ଭାବରେ ମଧ୍ୟ ଜଣାଶୁଣା।

ହିଟଲରଙ୍କ ମୃତ୍ୟୁ ପରେ ଜର୍ମାନୀର ଲୋକଙ୍କ ମଧ୍ୟରେ ଭୟ ବ୍ୟାପିଯାଇଥିଲା।

ଦେଶର ଏମିତି ଏକ ମନ୍ଦିର, ଯେଉଁଠି ଦିଆଯାଏ ମଣିଷ ବଳି; ଆଶ୍ଚର୍ଯ୍ୟ କରିଦେବ ରହସ୍ୟ

ଲୋକଙ୍କ ମଧ୍ୟରେ ଭୟ ଥିଲା ଯେ ହିଟଲରଙ୍କ ମୃତ୍ୟୁ ପରେ ରେଡ଼ ଆର୍ମି ସେମାନଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେବେ।

ଏହି ଭୟ ଯୋଗୁଁ ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।

ଭି.କେ ପାଣ୍ଡିଆନଙ୍କୁ ମିଳିଲା ବଡ଼ ଦାୟିତ୍ବ; ହେଲେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ

ଏହା ଜନ ଆତ୍ମହତ୍ୟା ଲହର କିମ୍ବା Mass Suicide ନାମରେ ଇତିହାତରେ ଜଣାଶୁଣା।

କାହିଁକି ନିଜ ୯୯ ଭାଇଙ୍କ ମୁଣ୍ଡ କାଟିଦେଇଥିଲେ ଏହି ରାଜା?