ଭାରତର ପରାଜୟ ପାଇଁ ଦାୟୀ ଏହି ଅଭିନେତ୍ରୀ, ମ୍ୟାଚ ପୂର୍ବରୁ ଦେଇଥିଲେ ଅଭିଶାପ

ବିଶ୍ବକପ ୨୦୨୩ରେ ଫାଇନାଲ ମ୍ୟାଚ ପରେ ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି । ଭାରତୀୟ ଟିମ ଅଷ୍ଟ୍ରେଲିଆଠୁ ୬ୱିକେଟରେ ପରାସ୍ତ ହୋଇଛି

ପୂରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ ଜିତିନଥିବା ଟିମ ଫାଇନାଲ ମ୍ୟାଚ ହାରିଯାଇଥିଲା । ଯାହା ପରେ ଲୋକମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ

ସୋସିଆଲ ମିଡ଼ିଆରେ ଭାରତର ହାର ପଛରେ ଜଣେ ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି । କୁହାଯାଉଛି ଯେ ଏହି ଅଭିନେତ୍ରୀ ଜଣଙ୍କ ଭାରତୀୟ କ୍ରିକେଟ ଟିମକୁ ଅଭିଶାପ ଦେଇଥିଲେ ଯେଉଁଥିପାଇଁ ଟିମ ହାରିଯାଇଥିଲା

ସବର ଶିନବାରୀ ଫାଇନାଲ ମ୍ୟାଚ ପୂର୍ବରୁ ଗୋଟିଏ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଭାରତୀୟ ଟିମକୁ ଅଭିଶାପ ଦେଇଥିଲେ । ସେ ଲେଖିଥିଲେ ଭାରତର ପ୍ରତ୍ୟେକ ସଚ୍ଚା ମୁସଲମାନ ଆଜି ଭାରତର ପରାଜୟକୁ ଦେଖିବାକୁ ଚାହୁଁଥିବେ

ଟିମର ପରାଜୟ ପରେ ଏହି ପୋଷ୍ଟ ବେଶ ଭାଇରାଲ ହେଉଛି । ଲୋକମାନେ ଅଭିନେତ୍ରୀଙ୍କୁ ଗାଳି ଦେଉଛନ୍ତି

ସହର ନିଜ ଉଲ-ଉଲ୍ଲୁ ପୋଷ୍ଟ ପାଇଁ ଲାଇମଲାଇଟରେ ଥିଲେ । ଅଭିନୟ ଅପେକ୍ଷା ବିବାଦରେ ଘେରି ହୋଇରହିଛନ୍ତି ଅଭିନେତ୍ରୀ

କାହିକି କରାଯାଏ ତୁଳସୀ ବିବାହ

କାହିକି କରାଯାଏ ତୁଳସୀ ବିବାହ