ପାଣି ଉପରେ ତିଆରି ହୋଇଛି କାଚର ବ୍ରିଜ।

ପାଣି ଉପରେ ତିଆରି ହୋଇଛି କାଚର ବ୍ରିଜ।

ଆସନ୍ତୁ ବୁଲି ଯିବା ସିଲଭର ସିଟି ବୋଟ୍‌ କ୍ଲବ୍‌

କଟକ ସହରରେ ତିଆରି ହୋଇଛି କାଚ ପୋଲ 

ଏଠି ଅଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟିଂ ରେଷ୍ଟୁରାଣ୍ଟ

ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଓ ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ ନିର୍ମିତ

ଦିନ ୧୦,୩୦-୩.୩୦ ଓ ଅପରାହ୍ନ ୪.୩୦-୯.୩୦ଟା ପର୍ଯ୍ୟନ୍ତ ଖୋଲା 

ଜଳ ରାଶି ଭିତରେ ମିଳିବ ବିଭିନ୍ନ ସୁସ୍ଵାଦ ଖାଦ୍ୟର ମଜା

ଜଳ ରାଶି ଭିତରେ ମିଳିବ ବିଭିନ୍ନ ସୁସ୍ଵାଦ ଖାଦ୍ୟର ମଜା

ଅଧିକା ବୟସ୍କା ଝିଅଙ୍କୁ ପୁଅ ପସନ୍ଦ କରନ୍ତି କାହିଁକି