ଏବେ ଟିମ ଇଣ୍ଡିଆର କୋଚ ଭାର ରାହୁଲ ଦ୍ରାବିଡ଼ଙ୍କ ହାତରେ, ତାଙ୍କ ଦରମା ଶୁଣି ହୋଇଯିବେ ଅବାକ

ଟିମ ଇଣ୍ଡିଆର ହେଡ କୋଚ ରୂପେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । କୁହାଯାଉଛି ଯେ ବିସିସିଆଇ ଟି୨୦ ବିଶ୍ବକପ ପର୍ଯ୍ୟନ୍ତ ବଡ଼ ପରିବର୍ତ୍ତନ ଚାହୁଁନାହିଁ

ଖବର ଆସୁଛି ଯେ, କ୍ୟାପଟେନ ରୋହିତ ଶର୍ମା ଚାହୁଁଥିଲେ ଯେ ଦ୍ରାବିଡ଼ କୋଚ ରୁହନ୍ତୁ

କିଛି ଆଇପିଏଲ ଫ୍ରାଞ୍ଚାଇଜ ବି ରାହୁଲ ଦ୍ରାବିଡ଼ଙ୍କୁ ନିଜ ସହ ରଖିବାକୁ ଚାହୁଁଛନ୍ତି

ଏହି କାର୍ଯ୍ୟକାଳରେ ରାହୁଲଙ୍କ ଦରମା ମଧ୍ୟ ଆଖି ଦୃଶିଆ ହୋଇଛି । ଆଇପିଏଲରେ ଯୋଡ଼ିହେଲେ ତାଙ୍କ ଦରମା ଭଲ ହୋଇପାରେ

ଦ୍ରାବିଡ଼ଙ୍କୁ ଟିମ ଇଣ୍ଡିଆର ହେଡ଼ କୋଚ ଭାବେ ୧୦ କୋଟି ଟଙ୍କା ମିଳୁଥିଲା ଖବର ଅଛି କି ଏହି ଟଙ୍କା ବୃଦ୍ଧି କରାଯାଇଛି

ବୋର୍ଡ଼ ରାହୁଲଙ୍କ କାର୍ଯ୍ୟଶୈଳୀ ଓ ପ୍ରଦର୍ଶନରେ ଖୁସି ଅଛି ଓ ଆଇପିଏଲ ଅଫର ଦେଖି ତାଙ୍କ ସାଲାରୀ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି

ରାହୁଲଙ୍କ ସହ ଟିମ ଇଣ୍ଡିଆର ସବୁ ଖେଳାଳିଙ୍କ ବଣ୍ଡିଂ ଭଲ

ଦ୍ରାବିଡ଼ଙ୍କ ନିର୍ଦ୍ଦେଶରେ ଟିମ ୨୦୨୩ ବିଶ୍ବକପର ଫାଇନାଲରେ ପହଞ୍ଚିଥିଲା

ହଟ ଦାଦି, ଫଟୋ ଉଠାଇବାକୁ ଲୋକଙ୍କର ଲାଗୁଛି ଭିଡ଼