ଅନେକ ବ୍ୟକ୍ତି ଚିକେନ୍‌ ବିନା ରହିପାରନ୍ତିନି।

ଚିକେନ୍‌ରେ ପ୍ରୋଟିନ୍‌, ଭିଟାମିନ୍‌, ପୋଷକତତ୍ତ୍ବ ରହିଥାଏ।

କିନ୍ତୁ ଚିକେନ୍‌ର ସାଇଡ୍‌ ଇଫେକ୍ଟ ବାବଦରେ ଅନେକ ଜାଣନ୍ତିନି।

ଅଧିକ ଖାଉଥିଲେ ସାବଧାନ! ସାଂଘାତିକ ରୋଗକୁ ଡାକିଆଣୁଛନ୍ତି।

ପ୍ରତିଦିନ ଚିକେନ୍‌ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍ ବଢିଥାଏ।

ପୋଟାପଣ ବୃଦ୍ଧି ପାଇବା ସହ ପେଟ ରୋଗ ଦେଖାଦିଏ।

ଉଚ୍ଚ ରକ୍ତଚାପର କାରଣ ହୋଇପାରେ ଚିକେନ୍‌।

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ବଢିଯାଏ।

ଅଧିକ ଚିକେନ୍‌ ଖାଇବା ପ୍ରୋଷ୍ଟେଟ୍ କ୍ୟାନ୍ସରର କାରଣ ହୋଇପାରେ।

ଖାଦ୍ୟଜନୀତ ଅନ୍ୟାନ୍ୟ ରୋଗ ହେବାର ସମ୍ଭାବନା ଅଧିକ।