ରିଲେସନ୍‌ସିପ୍‌ ଡିପ୍ରେସନରେ ଜଣେ ବ୍ୟକ୍ତି ସର୍ବଦା ଦୁଃଖ ଓ କଷ୍ଟ ଅନୁଭବ କରେ

ସବୁବେଳେ ନିଜକୁ ଦୋଷୀ ଭାବେ

ସବୁବେଳେ ରାଗରେ ରହିବା ସହ ବିରକ୍ତ ହୋଇଥାଏ

ଆତ୍ମବିଶ୍ୱାସ ହରାଇବାକୁ ଲାଗେ

ସବୁବେଳେ ଥକ୍କା ଅନୁଭବ କରିବେ

 ତେବେ ଏଭଳି ସମୟରେ ଆପଣ କଣ କରିବେ ? ଜାଣନ୍ତୁ...

ତାଙ୍କ ପାଇଁ ସମୟ ବାହାର କରନ୍ତୁ ଓ ଅଧିକ କ୍ୱାଲିଟି ଟାଇମ ବାହାର କରନ୍ତୁ 

ତାଙ୍କୁ ସମୟ ଦେବା ସହ ବାହାରକୁ ବୁଲିବାକୁ ଯାଆନ୍ତୁ

ତାଙ୍କୁ ଅନୁଭବ କରାଇବାକୁ ଚେଷ୍ଟା କରନ୍ତୁ ଯେପରି ଆପଣ ତାଙ୍କ ସହ ସବୁବେଳେ ଅଛନ୍ତି