ସନ୍ଧ୍ୟା ସମୟରେ ଦୀପ ଜଳାଇବା ସମୟରେ କରୁଛନ୍ତି କି ଏହି ଭୁଲ, ପସ୍ତେଇବ

ହିନ୍ଦୁ ଧର୍ମରେ ସକାଳେ-ସନ୍ଧ୍ୟାରେ ପୂଜା ସମୟରେ ଦୀପ ଜଳାଯାଇଥାଏ

ଦୀପ ଜଳାଇବା ଦ୍ବାରା ନକରାତ୍ମକ ଉର୍ଜା ଦୂର ହୋଇଥାଏ ଓ ଘରେ ସୁଖ-ଶାନ୍ତି ଆସିଥାଏ

ସନ୍ଧ୍ୟାରେ ଦୀପ ଜଳାଇବା ସମୟରେ କିଛି କଥା ଉପରେ ଧ୍ୟାନ ରଖିବା ଜରୁରୀ

ଧାର୍ମିକ ଗ୍ରନ୍ଥ ଅନୁସାରେ ସନ୍ଧ୍ୟାକାଳରେ ଦୀପ ସବୁବେଳେ ମୁଖ୍ୟ ଦ୍ବାର ଆଡ଼କୁ ମୁହଁ କରି ରଖନ୍ତୁ

ଘି ଦୀପରେ ସୂତା ବତୀ ବ୍ୟବହାର କରନ୍ତୁ

ତେଲ ଦୀପରେ ଲାଲ ବତୀ ବ୍ୟବହାର କରନ୍ତୁ

ପ୍ରବେଶ ଦ୍ବାରରେ ଭଙ୍ଗା ଦୀପ ଜଳାନ୍ତୁ ନାହିଁ

ମାନ୍ୟତା ରହିଛି କି ପ୍ରବେଶ ଦ୍ବାରରେ ଦୀପ ଜଳାଇବା ଦ୍ବାରା ଦରିଦ୍ରତା ଆସେ ନାହିଁ ଓ ସୁଖ ସମୃଦ୍ଧି ବଜାୟ ରହେ

ଏହି ଖବର ସାଧାରଣ ବିଶ୍ବାସ ଉପରେ ଆଧାରିତ । ନ୍ୟୁଜ ୧୮ ଓଡିଆ ଏହାକୁ ନିଶ୍ଚିତ କରେ ନାହିଁ

ଭାରତ ହାରିବା ପଛରେ ଏହି ଅଭିନେତ୍ରୀ ଦାୟୀ