Human civilization: ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ସେମାନଙ୍କ ଜୀବନ ଲମ୍ବା ହେଉ। ଆଉ ସେମାନେ ଅଧିକ ଦିନ ବଞ୍ଚନ୍ତୁ। ମଣିଷର ଏହି ଚେଷ୍ଟା ପାଇଁ ମାନବ ସଭ୍ୟତା ବିପଦରେ... ଆସନ୍ତୁ ଜାଣିବା ଏହାର ରହସ୍ୟ...

ଏଥିପାଇଁ ବୈଜ୍ଞାନିକମାନେ ମଧ୍ୟ ନିରନ୍ତର ଅନୁସନ୍ଧାନ ଏବଂ ପ୍ରାୟସ କରୁଛନ୍ତି।

ହେଲେ ଦାବି କରାଯାଉଛି ଯେ ଦୀର୍ଘ ଜୀବନ ହାସଲ କରିବାର ପ୍ରୟାସ ମାନବ ସଭ୍ୟତାକୁ ନଷ୍ଟ କରିପାରେ।

କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଦାର୍ଶନିକ ଡାକ୍ତର ଷ୍ଟିଫେନ୍ ଗୁହା ଏହି ଦାବି କରିଛନ୍ତି।

ସେ ବିଶ୍ବାସ କରନ୍ତି ଯେ ଏହି ପ୍ରୟାସ ପୃଥିବୀର ଉତ୍ସ ଉପରେ ଅନେକ ଚାପ ପକାଇବ।

ଏହି କାରଣରୁ ମାନବିକତା ଉପରେ ଏକ ଗଭୀର ସଙ୍କଟ ଦେଖାଦେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ସମୟରେ ଟଙ୍କା ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଠିଆ ହେବ।

କାରଣ ଆୟୁଷ ବଢ଼ାଇବା ପାଇଁ ଟକ୍ନୋଲୋଜି ବହୁତ ମହଙ୍ଗା ହେବ।

ଏହି କାରଣରୁ ମାନବ ସଭ୍ୟତା ବହୁତ ପ୍ରଭାବିତ ହେବ।

ଆଉ ଏମିତି ଏକ ଦିନ ଆସିବ, ଯେବେ ମଣିଷର ଏହି ଚେଷ୍ଟା ପୂରା ମାନବ ସଭ୍ୟତାକୁ ନଷ୍ଟ କରିଦେବ।

ଶିବଲିଙ୍ଗ ତ୍ରିପୁଣ୍ଡରେ ଥିବା ତିନୋଟି ରେଖାର ଅର୍ଥ କଣ? ଜାଣିବା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ...