ଯୌନ କ୍ଷମତା ବଢାଇବା ପାଇଁ ବ୍ୟବହାର ହୁଏ ଭାଏଗ୍ରା

ଏହା ଏକ ଜେନେରିକ୍ ଔଷଧ ଯାହାକୁ ପୁରୁଷ ବ୍ୟବହାର କରନ୍ତି

ଭାଏଗ୍ରାର ପ୍ରଭାବ ପ୍ରାୟ ୧-୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ

କିନ୍ତୁ ଆପଣ ଜାଣନ୍ତି କି ଭାଏଗ୍ରାରେ ଭୟଙ୍କର ପାର୍ଶ୍ବ ପ୍ରତିକ୍ରିୟା ବି ରହିଥାଏ

ଭାଏଗ୍ରା ନେବା ଫଳରେ କଣ ସାଇଡ୍‌ ଇଫେକ୍ଟ ପଡେ ଜାଣନ୍ତୁ

ଭାଏଗ୍ରା ଖାଇବା ଦ୍ବାରା ଦୃଷ୍ଟିଶକ୍ତି ଉପରେ ସାଂଘାତିକ ପ୍ରଭାବ ପଡେ

ଏହା ଦ୍ବାରା ବ୍ଲଡ୍ ପ୍ରେସର୍ ସମସ୍ୟା ବି ଦେଖାଦେଇଥାଏ

ହୃଦରୋଗ ସମସ୍ୟା ଥିଲେ ଭୁଲରେ ବି ଭାଏଗ୍ରା ନେବା ଉଚିତ ନୁହେଁ

ଭାଏଗ୍ରା ନେବା ଦ୍ବାରା ବିଭିନ୍ନ ପେଟ ସମସ୍ୟା ଦେଖାଦିଏ

ଉପରୋକ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ