ପିଲା ଖରାପ ରାସ୍ତାକୁ ଯାଉଛି ବୋଲି କେମିତି ଜାଣିବେ ? ଜାଣନ୍ତୁ ଉପାୟ...

ବର୍ତ୍ତମାନ ସମୟରେ ସମାଜରେ ଅନେକ ପ୍ରକାରର ପରିବର୍ତ୍ତନ ହେଉଛି

ନିଜ ଆଖପାଖରେ ହେଉଥିବା କାର୍ଯ୍ୟକଳାପରୁ ହିଁ ସବୁକିଛି ଶିକ୍ଷିଥାନ୍ତି ପିଲା 

ଯଦି ସଙ୍ଗତ ଭଲ ହୋଇଥାଏ ତାହେଲେ ପିଲାମାନେ ଭଲ କଥା ଶିଖିଥାନ୍ତି

ଯଦି ଖରାପ ସଙ୍ଗତ ହୋଇଥାଏ ତେବେ ଖରାପ ପ୍ରଭାବ ପଡିଥାଏ, ପିଲାଙ୍କ ଖରାପ ହେବାର ସଙ୍କେତ କଣ ? ଜାଣନ୍ତୁ...

ଖରାପ ହେବାର ପ୍ରଥମ ସଂଙ୍କେତ ହେଉଛି ପିଲାଟି କୌଣସି ଜିନିଷକୁ ନେଇ ଅଧିକ ଜିଦି କରିବା

ପିଲା ବହୁତ କଳି କରୁଛି, ତାହେଲେ ଜାଣି ନିଅନ୍ତୁ ଆପଣଙ୍କ ପିଲା ଖରାପ ହେବାକୁ ଯାଉଛି

ପିଲା ଯଦି ଅନ୍ୟ ପିଲାମାନଙ୍କୁ ଚିଡ଼ାଇଛି, ତାହେଲେ ପିଲାଟି ଖରାପ କଥା ଅନ୍ୟ କାହାଠାରୁ ଶିଖୁଛି 

ପିଲାଟି ଖରାପ ଭାଷାରେ କଥାବାର୍ତ୍ତା କରିବାକୁ ଆରମ୍ଭ କରିବା

ପିଲା ଛୋଟ ହୋଇଥିଲେ ମଧ୍ୟ ଚୋରି କରୁଛି, ତାହେଲେ ବୁଝିନିଅନ୍ତୁ କି ପିଲା ଭୁଲ ରାସ୍ତାରେ ଯାଉଛି