Khatu Shyam Mandir: ଭାରତରେ ଅଛି ଏମିତି ଏକ ମନ୍ଦିର, ଯେଉଁଠାରେ ଗାଧୋଇବା ମାତ୍ରେ ଭକ୍ତଙ୍କର ଦୂର ହୋଇଯାଏ ସବୁ ରୋଗ...

ଆଜ୍ଞା ହଁ, ଏହି ମନ୍ଦିରର ନାମ ହେଲା ଖାଟୁ ଶ୍ୟାମ୍ ମନ୍ଦିର। ଭଗବାନ ଖାଟୁ ଶ୍ୟାମଙ୍କ ଜନ୍ମଦିନ ଦେବଉଠାନି ଏଦାଦଶୀ ଦିନ ପାଳନ କରାଯାଏ।

ଚଳିତ ବର୍ଷ ଏହି ଉତ୍ସବ ନଭେମ୍ବର ୨୩ରେ ପାଳନ କରାଯାଇଥିଲା।

ଆମେ ଦେଶରେ ଭଗବାନ ଖାଟୁ ଶ୍ୟାମଙ୍କର ଅନେକ ମନ୍ଦିର ଅଛି, କିନ୍ତୁ ଏସବୁ ମଧ୍ୟର ରାଜସ୍ଥାନରେ ଅବସ୍ଥିତ। ଏହି ମନ୍ଦିରକୁ ସର୍ବାଧିକ ମାନ୍ୟତା ଦିଆଯାଇଛି।

ଚଳିତ ବର୍ଷ ଭଗବାନ ଖାଟୁ ଶ୍ୟାମଙ୍କ ଜନ୍ମଦିନରେ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥିଲା।

ଖାଟୁ ଶ୍ୟାମ ମନ୍ଦିରରେ ଏକ କୁଣ୍ଡ ଅଛି, ଯାହା ଭକ୍ତଙ୍କ ପାଇଁ ଆସ୍ଥାର କେନ୍ଦ୍ର।

ଏହି କୁଣ୍ଡକୁ ଶ୍ୟାମ କୁଣ୍ଡ କୁହାଯାଏ। ମାନ୍ୟତା ଅନୁଯାୟୀ ଏହି ସ୍ଥାନରେ ଭଗବାନ ଖାଟୁ ଶ୍ୟାମଙ୍କ ମସ୍ତିଷ୍କ ପ୍ରକଟ ହୋଇଥିଲା।

ମାନ୍ୟତା ଅନୁଯାୟୀ ଶ୍ୟାମ କୁଣ୍ଡରେ ଯଦି କୌଣସି ଭକ୍ତ ବୁଡ଼ ପକାନ୍ତି, ତେବେ ତାଙ୍କର ସମସ୍ତ ପାପ ଧୋଇ ହୋଇଯାଏ।

କେବଳ ଏତିକି ନୁହେଁ ଶ୍ୟାମ କୁଣ୍ଡରେ ସ୍ନାନ କରିବା ଦ୍ବାରା ଭକ୍ତମାନେ ସକାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୁଅନ୍ତି ବୋଲି ମଧ୍ୟ ବିଶ୍ବାସ ରହିଛି।

ଶ୍ୟାମ କୁଣ୍ଡରେ ସ୍ନାନ କରିବା ଦ୍ବାରା ରୋଗ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଭଲ ହୋଇଯାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା କେବଳ ସାଧାରଣ ସୂଚନା ଉପରେ ଆଧାରିତ। ନ୍ୟୁଜ୧୮ ଓଡ଼ିଆ ଏହି ତଥ୍ୟକୁ ନିଶ୍ଚିତ କରେନାହିଁ।)

ଆଜିବି ବଞ୍ଚିଛନ୍ତି ପ୍ରଭୁ ରାମଙ୍କ ବଂଶଜ! କେଉଁଠାରେ ଅଛନ୍ତି ଆଉ କଣ କରୁଛନ୍ତି...