ଆଜିକାଲି କମ୍‌ ବୟସର ହୁଅନ୍ତୁ କିମ୍ବା ମଧ୍ୟ ବୟସ୍କ ପୁରୁଷ ସମସ୍ତେ ଯୌନ ଶକ୍ତି ବଢାଇବାକୁ ଚାହାନ୍ତି।

ଏଥିପାଇଁ ଅନେକ ଭଲ ଡାଏଟ୍‌ ନେଉଥିବା ବେଳେ କିଛି ଲୋକ ଟେବଲେଟ୍‌ ଖାଇଥାନ୍ତି।

ଶାରୀରିକ ଶକ୍ତି ବଢାଇବାକୁ ଅନେକ ଗୁଡିଏ ଟାବଲେଟ୍‌ ଓ କ୍ୟାପସୁଲ୍‌ ମିଳୁଛି।

କିନ୍ତୁ ଅନେକ ଲୋକ ଜାଣିନଥାନ୍ତି କି ଏହା ଦ୍ବାରା ଶରୀର ଉପରେ ସାଂଘାତିକ ପ୍ରଭାବ ପଡିଥାଏ।

କିନ୍ତୁ ଏମିତି କିଛି ଫଳ ରହିଛି ଯାହାକି ଯୌନ ଶକ୍ତି ତଥା ଷ୍ଟାମିନା ବଢାଇଥାଏ।

ସେଓରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ଥାଏ, ଯାହାକି ନମ୍ପୁସକତାର ଦୂର କରିଥାଏ।

କାଜୁରେ ଜିଙ୍କ ପ୍ରଚୁର ପରିମାଣର ଥାଏ, ଏହାକୁ ଖାଇଲେ ପୁରୁଷଙ୍କ ଶକ୍ତି ବଢିଥାଏ।

ଆଲମଣ୍ଡରେ ପ୍ରୋଟିନ୍‌ ଥିବାରୁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଓ ଯୌନ ଶକ୍ତି ବଢିଥାଏ।

ବିଟ୍‌ ରୁଟ୍‌ରେ ନାଇଟ୍ରେଟସ୍‌ ଥିବାରୁ ଏହା ଶକ୍ତ କରିଥାଏ ଆଉ ଶକ୍ତି ବଢିଥାଏ।

ଓଟସ୍‌ ଓ ଗାଜର ଖାଇଲେ ପୁରୁଷଙ୍କ ଯୌନ ଶକ୍ତି ବଢିଥାଏ ଆଉ।