ଚକୋଲେଟ୍‌ ଖାଇବାକୁ କାହାକୁ ବା ଭଲ ନଲାଗେ?

ଏଭଳି ଖୁବ୍‌ କମ୍‌ ଲୋକ ଥିବେ ଯାହାଙ୍କୁ ଚଲୋଲେଟ୍‌ ଭଲ ଲାଗୁନଥିବ।

ପିଲାଠୁ ବୟସ୍କ ସମସ୍ତେ ଚକୋଲେଟ୍‌ ଖାଇବାକୁ ଭଲ ପାଇଥାନ୍ତି।

ଚାହିଦାକୁ ଦେଖି ବଜାରକୁ ଏବେ ବିଭିନ୍ନ ଭେରାଇଟିର ଚକୋଲେଟ୍‌ ବି ଆସିଲାଣି।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚକୋଲେଟ୍‌ ଖାଇଲେ ସାଂଘାତିକ ରୋଗ ହେଉଛି।

ଚକୋଲେଟ୍‌ ଖାଇଲେ ଡାଇବେଟିସ୍‌ ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଛି।

ଚକୋଲେଟ୍‌ ଓଜନ ବଢାଇବା ସହିତ ଶରୀରକୁ ବିକଶିତ କରିବାରେ ବାଧକ ସୃଷ୍ଟି କରେ।

ଗୁରୁତର କଥା ହେଉଛି ଚକୋଲେଟ୍‌ ଖାଇଲେ ହୃଦଘାତ ଓ ଷ୍ଟ୍ରୋକ୍‌ ହେବାର ସମ୍ଭାବନା ଥାଏ।

ଏଥିରେ କାଫିନ୍‌ ଥିବାରୁ ଏହା ଡିପ୍ରେସନ୍‌, ବଚଳିତ କରିବା ତଥା ନିଦ ନହେବାର କାରଣ ହୋଇଥାଏ।

କିଡନୀ, ପେଟ ଯନ୍ତ୍ରଣା ଓ ହାଡଗୁଡିକୁ ଦୁର୍ବଳ କରି ଦେଇଥାଏ ଚକୋଲେଟ୍‌, ତେଣୁ ସାବଧାନ ରୁହନ୍ତୁ।