ଗୁପଚୁପ୍ ଖାଇବାକୁ କାହାକୁ ବା ଭଲ ନ'ଲାଗେ।
ଗୁପଚୁପ୍ର ଖଟାମିଠା ଟେଷ୍ଟ ସମସ୍ତଙ୍କୁ କିମିଆ କରିଥାଏ।
ଭାରତରେ ପିଲାଠୁ ବୟସ୍କ ସମସ୍ତେ ଗୁପଚୁପ୍ ପାଗଳ।
ଚଟ୍ପଟା ଖାଦ୍ୟ ଭାବେ ଗୁପଚୁପ୍ ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଛି ।
କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୁପଚୁପ୍ ଖାଇଲେ ହେଉଛି ସାଂଘାତିକ ରୋଗ ।
More
Stories
Free Ration: ଦୀପାବଳିରେ ୮୦ କୋଟି ଦେଶବାସୀଙ୍କୁ ବଡ ଭେଟି, ୫ ବର୍ଷ ମିଳିବ ମାଗଣା ରାସନ
ODI World Cup: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରିଲେ ଚାମ୍ପିଅନ ହେବ ଭାରତ! ୨୦୧୧ରେ ବି ହୋଇଥିଲା ଅଦ୍ଭୁତ ସଂଯୋଗ
Kartik Purnima: କାର୍ତ୍ତିକ ମାସରେ କରନ୍ତୁ ଏହି ପୂଜା, ଧୋଇଯିବ ସବୁ ପାପ, ହେବ ମୋକ୍ଷ ପ୍ରାପ୍ତି!
ଅଧିକମାତ୍ରାରେ ଗୁପଚୁପ ଖାଇବା ଡାଇରିଆର କାରଣ ।
ଗୁପଚୁପ୍ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହୋଇଥାଏ
ପେଟରେ ଅଲସର୍ ହେବାର ସମ୍ଭାବନାକୁ ବଢାଇଦିଏ ଗୁପଚୁପ୍ ।
ସେହିଭଳି ଗ୍ୟାସ ସମସ୍ୟାର କାରଣ ମଧ୍ୟ ହୋଇପାରେ ଗୁପଚୁପ୍ ।
ଏହି ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ।
Learn more