କେଉଁ ସରକାରୀ ଚାକିରିରେ ସର୍ବାଧିକ ଦରମା ?

ଜଣେ IAS ଅଧିକାରୀ ସର୍ବାଧିକ ବେତନ ପାଆନ୍ତି । ମୂଳ ଦରମା ଆରମ୍ଭ ୫୬,୧୦୦ ଟଙ୍କା...

IFS ଅଧିକାରୀଙ୍କ ଦରମା ସମାନ। ଏଥିରେ ଅନେକ ଭତ୍ତା ଉପଲବ୍ଧ ମଧ୍ୟ ରହିଥାଏ...

ଜଣେ IPS ଅଧିକାରୀଙ୍କ ଦରମା ମଧ୍ୟ ସମାନ । ଅଭିଜ୍ଞତା ଅନୁସାରେ ବୃଦ୍ଧି ହୁଏ ଦରମା...

RBIରେ ଚାକିରି ମଧ୍ୟ ସର୍ବାଧିକ ବେତନ ପ୍ରାପ୍ତ କରୁଥିବା ବ୍ୟକ୍ତି । ଏଥିରେ ପ୍ରାରମ୍ଭିକ ଦରମା ହେଉଛି ୬୭,୦୦୦ ଟଙ୍କା

ଜଣେ ବିଚାରପତି ହେବା ଦାୟିତ୍ୱ ଯେତେ ବଡ଼, ତା’ର ଦରମା ସେତିକି ସୁନ୍ଦର । ଜଣେ ବିଚାରପତି ମାସକୁ ୨,୨୫,୦୦୦ ଟଙ୍କା ଦରମା ପାଆନ୍ତି...