ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭୁବନେଶ୍ୱରରେ ରହିଛି ରାଜ୍ୟର ସବୁଠୁ ଟପ୍‌ ଫାଇଭ୍‌ ହୋଟେଲ

କିଛି ବର୍ଷ ପୂର୍ବରୁ ରାଜ୍ୟରେ ମାତ୍ର ଗୋଟିଏ ପଞ୍ଚତାରକା ହୋଟେଲ ଥିବା ବେଳେ ଏବେ ଏ ସଂଖ୍ୟା ୫କୁ ବଢିଛି

ଭୁବନେଶ୍ୱରରେ ହିଁ ରହିଛି ରାଜ୍ୟର ସମସ୍ତ ୫ଟି Five Star ହୋଟେଲ

ପଞ୍ଚତାରକା ହୋଟେଲଗୁଡ଼ିକର ରୁମ୍ ରେଣ୍ଟ ଦିନକୁ ୫ ହଜାରରୁ ଆରମ୍ଭ କପି ୧୫ ହଜାର ପର୍ଯ୍ୟନ୍ତ ରହିଛି

ଜାଣନ୍ତୁ ପଞ୍ଚତାରକା ହୋଟେଲ ତାଲିକା ଓ ରହଣୀ ହୋଟେଲ ଦାମ (୨୪ ଘଣ୍ଟିଆ) ।

ଭୁବନେଶ୍ବରରେ 5 Star ହୋଟେଲରେ ରହିଛି ମେ ଫେୟାର,  ଟ୍ରାଇଡେଣ୍ଟ, ସ୍ୱସ୍ତି ପ୍ରିମିୟମ, ତାଜ୍‌ ବିଭାନ୍ତ, ୱେଲକମ୍

ହୋଟେଲ  ଟ୍ରାଇଡେଣ୍ଟ (Trident Hotel Bhubaneswar ) ରହଣୀ ୭୦୦୦ ଟଙ୍କାରୁ ଆରମ୍ଭ ।

ହୋଟେଲ   ମେଫେୟାର ଲାଗୁନ ( MAYFAIR Lagoon, Bhubaneswar)ରହଣୀ  ୭୦୦୦ ଟଙ୍କାରୁ ଆରମ୍ଭ

ହୋଟେଲ   ତାଜ ବିଭାନ୍ତ ( taj vivanta bhubaneswar) ରହଣୀ  ୭୦୦୦ ଟଙ୍କାରୁ ଆରମ୍ଭ

ହୋଟେଲ ସ୍ୱସ୍ତି ପ୍ରିମିୟମ ( swosti premium restaurant) ରହଣୀ  ୬୦୦୦ ଟଙ୍କାରୁ ଆରମ୍ଭ

ଆଗକୁ ଏହି ତାଲିକାରେ ହୋଟେଲ କ୍ରାଉନ ଯୋଡି ହେବାକୁ ଯାଉଛି 

ମୁଖାଗ୍ନି ପରେ ପଛକୁ ବୁଲି ଚାହିଁବା କାହିଁକି ମନା? ଜାଣନ୍ତୁ ରହସ୍ୟ...