ଭୁବନେଶ୍ବରରେ ଅଛନ୍ତି କିମ୍ବା ବୁଲିବାକୁ ଆସୁଛନ୍ତି ଯଦି ଏହି ୯ଟି ସ୍ଥାନ ନିଶ୍ଚିନ୍ତ ବୁଲନ୍ତୁ, କେଉଁ କେଉଁ ଜାଗା ଜାଣିନିଅନ୍ତୁ

ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଐତିହାସିକଙ୍କ ଅନୁସାରେ ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା । 

ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୁପ । ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି । ଐତିହାସିକଙ୍କ ଅନୁସାରେ ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା । 

ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରସ୍ଥିତ ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) । ସ୍ଥାନୀୟ ଅଞ୍ଚଳରେ ଏହା ମହାମାୟା ମନ୍ଦିର ନାମରେ ମଧ୍ୟ ଜଣାଶୁଣା 

ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ୱରସ୍ଥିତ ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) । ସ୍ଥାନୀୟ ଅଞ୍ଚଳରେ ଏହା ମହାମାୟା ମନ୍ଦିର ନାମରେ ମଧ୍ୟ ଜଣାଶୁଣା 

ଅଟ୍ରି ଚିରସ୍ରୋତା ଉଷ୍ମ ପ୍ରସ୍ରବଣ ପାଇଁ ପ୍ରସିଦ୍ଧ । ଖୋର୍ଦ୍ଧାଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି ।

ସାତକୋଶିଆ ୧୯ ମେ ୧୯୭୬ରେ ଅଭୟାରଣ୍ୟର ମାନ୍ୟତା ପାଇଥିଲା । ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ଏହି ଅଭୟାରଣ୍ୟ ଗଠିତ । ୭୯୫.୫୨ ବର୍ଗ କି.ମି ପରିବେଷ୍ଟିତ ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ ୨୨ କି.ମି ଲମ୍ବ

ରତ୍ନଗିରି ବୌଦ୍ଧ ବାଦର ମୂଳ ବିହାର ମହାବିହାରର ଏକ ପ୍ରଧାନ ଭାଗ ଥିଲା । ଏହା ଓଡ଼ିଶାର ଯାଜପୁର ଜିଲ୍ଲାର ବ୍ରାହ୍ମଣୀ ଓ ବିରୂପା ନଦୀର ଉପତ୍ୟକାରେ ଅବସ୍ଥିତ । ଏହା ଲଳିତଗିରି ଓ ଉଦୟଗିରି ସହିତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ ।

ଭୁବନେଶ୍ୱରରୁ ୨୫ କିଲୋମିଟର ଦୂରରେ ଥିବା ଡେରାସ ଡ୍ୟାମ୍ ଏକ ପ୍ରମୁଖ ପିକନିକ୍ ସ୍ପଟ୍ ଭାବେ ପରିଚିତ । ଭୋଜି ପାଇଁ ଏଠି ଲୋକଙ୍କ ଜୋରସୋର ଭିଡ଼ ଦେଖିବାକୁ ମିଳୁଛି।

ଭୁବନେଶ୍ବରରେ ଥିବା ନନ୍ଦନକାନନ ପ୍ରାକୃତିକ ପରିବେଶରେ ଥିବା ଚିଡ଼ିଆଖାନା । ୯୦୦ ଏକର ମଧ୍ୟରେ ଚିଡିଆଖାନା ଓ ବଟାନିକାଲ ଗାର୍ଡେନ ରହିଛି । ଏହା ଏସିଆର ସବୁଠୁ ବଡ଼ ଚିଡ଼ିଆଖାନା ଓ ପୃଥିବୀର ସବୁଠୁ ବଡ଼ ବିରଳ ଧଳାବାଘ ପ୍ରଜନନ କେନ୍ଦ୍ର ।