ଅକ୍ଟୋବର ୨ରୁ ରାଜା ଭଳି ଜୀବନଯାପନ କରିବେ ଏହି ରାଶିର ଲୋକ। ମିଳିବ ବିପୁଳ ଧନ। ଜାଣନ୍ତୁ ଆପଣଙ୍କ ରାଶିରେ ଅଛି କି ଏହି ରାଜଯୋଗ।
ଅକ୍ଟୋବର ୨ରୁ ରାଜା ଭଳି ଜୀବନଯାପନ କରିବେ ଏହି ରାଶିର ଲୋକ। ମିଳିବ ବିପୁଳ ଧନ। ଜାଣନ୍ତୁ ଆପଣଙ୍କ ରାଶିରେ ଅଛି କି ଏହି ରାଜଯୋଗ।
ଶୁକ୍ର ଦେବେ ଧନ- ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଶୁଭ ବୋଲି କୁହାଯାଏ।
ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ମନ୍ଦ ପ୍ରଭାବ ପକାଇଥାଏ।
ତେବେ ଆସନ୍ତା ଅକ୍ଟୋବର ମାସରେ ବହୁ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଶୁକ୍ରଙ୍କ ଗୋଚର କେଉଁ ରାଶିର ଲୋକଙ୍କ ପାଇଁ ଲାଭଦାୟକ ଦେବ ଆସନ୍ତୁ ଜାଣିବା।
ତେବେ ଆସନ୍ତା ଅକ୍ଟୋବର ମାସରେ ବହୁ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଶୁକ୍ରଙ୍କ ଗୋଚର କେଉଁ ରାଶିର ଲୋକଙ୍କ ପାଇଁ ଲାଭଦାୟକ ଦେବ ଆସନ୍ତୁ ଜାଣିବା।
ଶୁକ୍ର ଗ୍ରହ ଜଣେ ବ୍ୟକ୍ତିଙ୍କୁ ଧନ, ସମୃଦ୍ଧି, ସଫଳତା, ସୌନ୍ଦର୍ଯ୍ୟ ଭରପୁର ଦେଇଥାଆନ୍ତି।
ଆର୍ଥିକ ସ୍ଥିତିରେ ମିଳିବ ଲାଭ- ଶୁକ୍ର ଗୋଚର ସବୁ ଲୋକଙ୍କ କ୍ୟାରିୟର, ଆର୍ଥିକ ସ୍ଥିତି, ଲଭ ଲାଇଫ୍ ଉପରେ ଭଲ ପ୍ରଭାବ ପକାନ୍ତି।
ଆର୍ଥିକ ସ୍ଥିତିରେ ମିଳିବ ଲାଭ- ଶୁକ୍ର ଗୋଚର ସବୁ ଲୋକଙ୍କ କ୍ୟାରିୟର, ଆର୍ଥିକ ସ୍ଥିତି, ଲଭ ଲାଇଫ୍ ଉପରେ ଭଲ ପ୍ରଭାବ ପକାନ୍ତି।
ଅକ୍ଟୋବର ୨ରେ ସିଂହ ରାଶିରେ ପ୍ରବେଶ କରିବେ ଶୁକ୍ର।
More
Stories
Aparajita Benefits: ଅପରାଜିତାର ଉପକାରିତା; ଦୂର କରିବ କ୍ୟାନ୍ସର ସମସ୍ୟା...
ହାର୍ଟ ବ୍ଲକେଜ୍ ହେଲେ ଦେଖାଯାଏ ଏହି ୫ଟି ଲକ୍ଷଣ; ଜମା କରନ୍ତୁନି ଅଣଦେଖା...
PM Kisan: ଚାଷୀଙ୍କ ପାଇଁ ଦୁଃଖ ଖବର; ମିଳିବନି କିସ୍ତି ଟଙ୍କା
ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ- ଶୁକ୍ର ଗ୍ରହ ପରିବର୍ତ୍ତନ କରି ସୂର୍ଯ୍ୟଙ୍କ ରାଶି ସିଂହରେ ପ୍ରବେଶ କରିବା ରାଜଯୋଗ ରହିବ।
ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ- ଶୁକ୍ର ଗ୍ରହ ପରିବର୍ତ୍ତନ କରି ସୂର୍ଯ୍ୟଙ୍କ ରାଶି ସିଂହରେ ପ୍ରବେଶ କରିବା ରାଜଯୋଗ ରହିବ।
ଶୁକ୍ର ଗୋଚର ପାଇଁ କିଛି ଲୋକଙ୍କୁ ପ୍ରଚୁର ପରିମାଣରେ ଧନ ମିଳିବ।
ଶୁକ୍ର ଗୋଚର ପାଇଁ କିଛି ଲୋକଙ୍କୁ ପ୍ରଚୁର ପରିମାଣରେ ଧନ ମିଳିବ।
ମିଳିବ ସୁଖ-ସମୃଦ୍ଧି- ଏହି ଲୋକ ଅପାର ଧନ ପାଇବା ସହ ରାଜା ଭଳି ଜୀବନଯାପନ ମଧ୍ୟ କରିବେ।
ମେଷ- ଶୁକ୍ର ଗୋଚର ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ। ଏମାନଙ୍କ ଲଭ ଲାଇଫ୍ ଶାନଦାର ରହିବ।
ବୃଷ- ଶୁକ୍ର ଗୋଚର ବୃଷ ରାଶିର ଲୋକଙ୍କୁ ନୂଆ ଗାଡ଼ି, ନୂଆ ଘର ଓ ନୂଆ ସମ୍ପତ୍ତି ଯୋଗାଇବ।
ବୃଷ- ଶୁକ୍ର ଗୋଚର ବୃଷ ରାଶିର ଲୋକଙ୍କୁ ନୂଆ ଗାଡ଼ି, ନୂଆ ଘର ଓ ନୂଆ ସମ୍ପତ୍ତି ଯୋଗାଇବ।
ସିଂହ- ଏହି ରାଶିର ଲୋକଙ୍କୁ ଶୁକ୍ର ଗୋଚର ଆର୍ଥିକର ନୂଆ ରାସ୍ତା ଦେଖାଇବ। ବିଦେଶ ଯିବା ପାଇଁ ଏମାନଙ୍କୁ ଭଲ ସୁଯୋଗ ମଧ୍ୟ ମିଳିବ। ନୂଆ ଚାକିରି ମିଳିବ।
Learn more