ଶ୍ରୀ ମନ୍ଦିରରେ କେଉଁ ଜଳରେ ସ୍ନାନ କଲେ କଟେ ବନ୍ଧ୍ୟା ଦୋଷ, ଆସନ୍ତୁ ଜାଣିବା

ମା ହେବା ଏକ ଅପୂର୍ବ ଅନୂଭବ । କିନ୍ତୁ ଅନେକ ମହିଳା ଏହି ସୁଖରୁ ବଞ୍ଚିତ ହୁଅନ୍ତି

ବନ୍ଧ୍ୟା ଦୋଷରୁ ମୁକ୍ତି ପାଇଁ ଅନେକ ପୂଜା ପାଠ ମଧ୍ୟ କରିଥାନ୍ତି

ଆପଣ ଜାଣିଛନ୍ତି, ବଡ଼ ଦେଉଳ ଭିତକୁ ପ୍ରବେଶ କଲେ କେଉଁ ଧାମର ଜଳରେ ସ୍ନାନ କଲେ ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିଥାଏ

ମହାପ୍ରଭୁଙ୍କ ପରମ ଭକ୍ତ ଭାବେ ଆପଣ ଗରୁଡ ପକ୍ଷୀ ନାମ ଶୁଣିଥିବେ । ଗରୁଡ଼ ଉଡିଗଲେ ବେଦ ଧ୍ବନି ଶୁଭିଥାଏ ଓ ତାଙ୍କ ଅଧୀନରେ ଅନେକ ଜଡ଼ିବୁଟି ରହିଛି

ମନ୍ଦିରରେ ଅବକାଶ ନୀତି ସମ୍ପନ୍ନ ହେବା ପରେ ଗରୁଡ଼ ପକ୍ଷୀ ସ୍ନାନ କରନ୍ତି । ଏହି ପାଣିରେ ଆପଣ ଗୋଧୋଇଲେ ଓ କିଛି ବିଧି ପାଳନ କଲେ ଆପଣଙ୍କୁ ମାତୃତ୍ବ ସୁଖ ପ୍ରାପ୍ତି ହୋଇଥାଏ

ଏହା ଦ୍ବାରା ଆପଣ ମହାପ୍ରଭୁଙ୍କ ଆର୍ଶୀବାଦ ମଧ୍ୟ ପାଇପାରିବେ

ଯେତେବେଳେ କିଛି ସଙ୍କଟ ଆସୁଛ, ନିର୍ଦ୍ବନ୍ଦରେ ଜଗନ୍ନାଥଙ୍କୁ ଶରଣ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ

ଏହି ସୂଚନା ସାଧାରଣ ସୂଚନା ଉପରେ ଆଧାରିତ । ନ୍ୟୁଜ ୧୮ ଓଡ଼ିଆ ଏହାକୁ ନିଶ୍ଚିତ କରେ ନାହିଁ

ଶ୍ରୀମନ୍ଦିରରେ କେଉଁଠି ଡାକିଲେ ଭଗବାନ ଦୁଃଖ ଶୁଣନ୍ତି