ଅନେକ ଲୋକଙ୍କ ବେକ କଳା ଦେଖାଯାଏ

କଳା ଦାଗ ହଟାଇବା ପାଇଁ ଅନେକ ଟିପ୍ସ ମଧ୍ୟ ଅଛି

କେହିକେହି ଏହାକୁ ଚର୍ମ ସମସ୍ୟା ବୋଲି ଭାବନ୍ତି

କଳା ପଡ଼ିବାର ଅନେକ କାରଣ ଅଛି

ମୋଟା ହେବା ଯୋଗୁ ବେକ କଳା ପଡିଥାଏ

PCODର ସମସ୍ୟା ଯୋଗୁଁ ବେକ କଳା ହୋଇଥାଏ

ଡାଇବେଟିସ କାରଣରୁ ବେକ କଳା ଦେଖାଯାଏ

ହାଇପୋ ଥାଇରଏଡିଜିମ୍‌ ସମସ୍ୟା

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ