ବର୍ତ୍ତମାନ ସମୟରେ ଯୁବପିଢ଼ି ମାନଙ୍କ ପାଖରେ ଅଧିକ ଦେଖା ଯାଉଛି ଥାଏରଏଡ୍ ସମସ୍ୟା
ମୁଖ୍ୟତଃ ଆୟୋଡିନ୍ ଅଭାବ ପାଇଁ ହୋଇଥାଏ ଥାଏରଏଡ୍
ଥାଏରଏଡ୍ ଗ୍ରନ୍ଥି ଯଥେଷ୍ଟ ହରମୋନ୍ ଉତ୍ପାଦନ ନ କରିଲେ ସମସ୍ୟା ଦେଖାଯାଏ
ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏଥିରେ ପ୍ରଭାବିତ ହୁଅନ୍ତି
ଏହା ହୃଦୟ, ମାଂସପେଶୀ, ହାଡ ଓ କୋଲେଷ୍ଟ୍ରଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ
ହରମୋନ୍ ଅସନ୍ତୁଳନ, ଶରୀରରେ ବିଷାକ୍ତ ପଦାର୍ଥ ଓ ଔଷଧ ସେବନ ଥାଏରଏଡକୁ ଶୀଘ୍ର ବଢ଼ାଇଥାଏ
ମଣିଷ ଚିନ୍ତାରେ ରହିଲେ ଥାଇରଏଡ ସମସ୍ୟା ବଢ଼େ
ଏହାକୁ ଚିକିତ୍ସା କରିଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ
ଖାଦ୍ୟ ଉପରେ ସଞ୍ଜମତା ରଖିଲେ ଏହାକୁ କମାଇ ହେବ
ହଳଦୀ, ମାଂସ, ମାଛ ଓ ଅଣ୍ଡା , ପନିପରିବା ଥାଏରଏଡ୍ କୁ ସନ୍ତୁଳନ କରେ