ବର୍ତ୍ତମାନ ସମୟରେ ଯୁବପିଢ଼ି ମାନଙ୍କ ପାଖରେ ଅଧିକ ଦେଖା ଯାଉଛି ଥାଏରଏଡ୍‌  ସମସ୍ୟା

ମୁଖ୍ୟତଃ ଆୟୋଡିନ୍ ଅଭାବ ପାଇଁ ହୋଇଥାଏ ଥାଏରଏଡ୍‌

ଥାଏରଏଡ୍‌ ଗ୍ରନ୍ଥି ଯଥେଷ୍ଟ ହରମୋନ୍ ଉତ୍ପାଦନ ନ କରିଲେ ସମସ୍ୟା ଦେଖାଯାଏ

ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏଥିରେ ପ୍ରଭାବିତ ହୁଅନ୍ତି

ଏହା ହୃଦୟ, ମାଂସପେଶୀ, ହାଡ ଓ କୋଲେଷ୍ଟ୍ରଲ ଉପରେ ମଧ୍ୟ ପ୍ରଭାବ ପକାଇଥାଏ

 ହରମୋନ୍ ଅସନ୍ତୁଳନ, ଶରୀରରେ ବିଷାକ୍ତ ପଦାର୍ଥ ଓ ଔଷଧ ସେବନ ଥାଏରଏଡକୁ ଶୀଘ୍ର ବଢ଼ାଇଥାଏ

ମଣିଷ ଚିନ୍ତାରେ ରହିଲେ ଥାଇରଏଡ ସମସ୍ୟା ବଢ଼େ

ଏହାକୁ ଚିକିତ୍ସା କରିଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ

ଖାଦ୍ୟ ଉପରେ ସଞ୍ଜମତା ରଖିଲେ ଏହାକୁ କମାଇ ହେବ

ହଳଦୀ, ମାଂସ, ମାଛ ଓ ଅଣ୍ଡା , ପନିପରିବା  ଥାଏରଏଡ୍‌ କୁ ସନ୍ତୁଳନ କରେ