ସବୁ ବୟସର ଲୋକମାନେ ମଧ୍ୟ କ୍ଷୀର ପିଇଥାନ୍ତି। ଆପଣ ନିଶ୍ଚିତ ଭାବରେ ଆଜି ପର୍ଯ୍ୟନ୍ତ କେବଳ ଧଳା କିମ୍ବା ହାଲୁକା ହଳଦିଆଦି ରଙ୍ଗର କ୍ଷୀର ଦେଖିଥିବେ। କିନ୍ତୁ ଆପଣ କେବେ କଳା ରଙ୍ଗର କ୍ଷୀର ଦେଖିଛନ୍ତି କି? ହୁଏତଃ ଏହା ଦେଖି ନଥିବେ।