ଗଛ ଲତା ଭାଗ୍ୟ ପରିବର୍ତ୍ତନ କରିପାରନ୍ତି

କେଉଁ ଗଛ କେଉଁ ସ୍ଥାନରେ ଲଗାଇଲେ କି ଫଳ ମିଳିଥାଏ, ଜାଣନ୍ତୁ

ଆଗ୍ନେୟ କୋଣରେ ମନିପ୍ଲାଣ୍ଟ ଗଛ ଲଗାନ୍ତୁ, ଧନ ବଢ଼ିବ

କ୍ରାସୁଲା ଗଛ ଲଗାଇଲେ ସକାରାତ୍ମକ ପ୍ରଭାବ ପଡ଼େ

ଲକ୍ଷ୍ମଣା ଗଛ ଲଗାଇଲେ ଘରର ଉନ୍ନତି ହୁଏ

କଦଳୀ ଗଛକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ

ନଡିଆ ଗଛ ରହିବା ଦ୍ୱାରା ସକାରାତ୍ମକ ଶକ୍ତି ମିଳେ

ତୁଳସୀ ଗଛକୁ ଲକ୍ଷ୍ମୀଙ୍କ ସ୍ବରୂପ ବୋଲି କୁହାଯାଏ 

ଅଶ୍ୱଗନ୍ଧା ଲଗାଇଲେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ

ଗଙ୍ଗଶିଉଳି ଲଗାଇଲେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।

ସିଡ଼ି ତଳେ ରଖନ୍ତୁନି ଏହି ଜିନିଷ, ଆସିବ ବିପଦ!