ହିନ୍ଦୁ ଗର୍ଭରୁ ଜନ୍ମ ନେଇ ବି ସେ ମୋଗଲ ବାଦଶାହ ଭାବେ ପରିଚିତ, ଜାଣନ୍ତୁ କିଏ ସେ ପରାକ୍ରମୀ ସମ୍ରାଟ

ଭାରତରେ ମୋଗଲ ମାନେ ପ୍ରାୟ ୨୦୦ ବର୍ଷ ପର୍ଯ୍ୟନ୍ତ ନିଜର ଶାସନ ଚଳାଇଥିଲେ । ଏହି ଲମ୍ବା ସମୟ ମଧ୍ୟରେ ଭାରତରେ ନିଜର ରାଜତ୍ବ ଦେଖାଇଥିଲେ

ସେମାନଙ୍କ ମଧ୍ୟରୁ ଏପରି ଜଣେ ମୋଗଲ ବାଦଶାହ ଥିଲେ ଯାହାଙ୍କ ଜନ୍ମ ଜଣେ ହିନ୍ଦୁ ମହିଳାଙ୍କ ଗର୍ଭରୁ ହୋଇଥିଲା । ତାଙ୍କ ଆଈ ମଧ୍ୟ ଜଣେ ହିନ୍ଦୁ ଥିଲେ

ଆପଣମାନଙ୍କ ମନରେ ଜାହାଙ୍ଗୀରଙ୍କ ନାମ ଆସୁଥିବ, ଯିଏ ଯୋଦ୍ଧା ବାଈଙ୍କ ଗର୍ଭରୁ ଜନ୍ମ ନେଇଥିଲେ । କିନ୍ତୁ ପରେ ସେ ମୋଗଲ ହୋଇଯାଇଥିଲେ । ତାଙ୍କ ନାମ ବଦଳାଇ ମରିୟମ ଉଜ୍ଜମାନୀ ରଖାଯାଇଥିଲା

ଯେଉଁ ମୋଗଲ ବାଦଶାହଙ୍କ ବାବଦରେ ଆମେ କଥା ହେଉଛୁ ସେ ହେଉଛନ୍ତି, ଶାହାଜାହାନ । ଯିଏ କି ପ୍ରାୟ ୩୦ ବର୍ଷ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟର ଭାର ସମ୍ଭାଳିଥିଲେ

More Stories

ସ୍କିମ ଦେଉଛି ମାସକୁ ଲକ୍ଷେ ଟଙ୍କା

ପିଆଜ ୨୫ ଟଙ୍କାରେ ବିକ୍ରି!

ଶାହଜାହାନ ଜାହାଙ୍ଗୀରଙ୍କର ତୃତୀୟ ପୁଅ ଥିଲେ । ତାଙ୍କ ମାଙ୍କ ନାମ ଜଗତ ଗୋସାଇ ଥିଲା, ଯିଏ ଜଣେ ହିନ୍ଦୁ ରାଜପୁତ ଥିଲେ

ଜଣେ ହିନ୍ଦୁ ମହିଳାଙ୍କ ଲାଳନ ପାଳନ ଦ୍ବାରା ଶାହାଜାହାନ ହିନ୍ଦୁଙ୍କ ପ୍ରତି କୋମଳ ମନୋଭାବ ନଆସୁ ସେଥିପାଇଁ ଆକବର ତାଙ୍କୁ ରୁକେୟା ବେଗମକୁ ଦେଇଦେଇଥିଲେ

ମାଙ୍କ ମୃତ୍ୟୁ ପରେ ଶାହାଜାହାନ ୨୧ ଦିନ ପାଇଁ ଶୋକ ପାଳନ କରିଥିଲେ

ଆଜି ସାରା ଦୁନିଆ ଶାହାଜାହାନଙ୍କ ଅନାବିଳ ପ୍ରେମର ପ୍ରତୀକ ତାଜମହଲକୁ ନେଇ ଚର୍ଚ୍ଚା କରୁଛନ୍ତି

୧୦ ମିନିଟରେ ଜାଣନ୍ତୁ ଘରେ ଉପରେ ଅଛି କି ଆତ୍ମାର ନଜର