ଏଠାକାର ଝିଅଙ୍କୁ ସେଭିଂ ଓ ବ୍ଲିଚ କରିବାର ନାହିଁ ଅନୁମତି..ଯଦି କରିବେ ତାହାଲେ ଯାହା ପରିଣାମ ହେବ ତାହା ନ କହିବା ଭଲ...
ଦୁନିଆରେ ଗୋଟିଏ ସଂପ୍ରଦାୟ ଏପରି ଅଛନ୍ତି, ଯେଉଁମାନେ ଝିଅମାନଙ୍କୁ କେଶ କାଟିବାକୁ ଅନୁମତି ଦିଅନ୍ତି ନାହିଁ
ସମ୍ପ୍ରଦାୟର ଝିଅମାନେ ସେଭିଂ ଓ ବ୍ଲିଚ କରନ୍ତିନି । ଯଦି କରନ୍ତି ତେବେ କଡ଼ା ଦଣ୍ଡ ମିଳେ ।
ଆମେ ଆମେରିକାର ଅମିଶ ସମ୍ପ୍ରଦାୟ ବାବଦରେ କହୁଛୁ, ଯାହାଙ୍କ ପରମ୍ପରା ବେଶ ଅଜବ
ଅମିଶ ସମ୍ପ୍ରଦାୟର ଲୋକମାନେ ମହିଳାମାନେ ସବୁସମୟରେ ଶରୀର ଉପରେ କପଡ଼ା ଘୋଡ଼ାଇ
ରଖନ୍ତି
ସେମାନେ ବିନା ବିଜୁଳିରେ ଜୀବନ ବିତାନ୍ତି ଓ ଗାଧାନ୍ତି ନାହିଁ
ପିନ୍ଧିବା ପାଇଁ କପଡ଼ା ନିଜେ ସିଲେଇ କରନ୍ତି ଓ ଜମି ଉପରେ ଶ
ୁଅନ୍ତି ଓ ପ୍ରତିଦିନ ଚର୍ଚ୍ଚ ଯାଆନ୍ତି
ମହିଳାମାନେ ଢେର ପିଲା ଜନ୍ମ କରନ୍ତି ଓ ପରିବାର ବଢ଼ିଚାଲେ
ପରିବାରରେ ପ୍ରାୟ ୧୦ରୁ କମ ଛୁଆ ଥାଆନ୍ତି
ଅମିଶ ସମ୍ପ୍ରଦାୟର ଲୋକମାନେ ମଦ ପିଅନ୍ତି ନାହିଁ । ପିଲାମାନେ ଖେଳନା ଖେଳନ୍ତି ନାହିଁ
ହନୁମାନଙ୍କ ପ୍ରେମରେ ପଡିଥିଲେ ରାବଣଙ୍କ ଝିଅ!
Learn more