ମୋଗଲ ବାଦଶାହ ହାତ ଉପରେ ଇଗଲ କାହିଁକି ବସାଉଥିଲେ
ବାଜ ପକ୍ଷୀ ଅନେକ ବିଶେଷତା ପାଇଁ ଜଣାଶୁଣା । ନିଜର ତୀକ୍ଷ୍ମ ନଜର ଓ ପବନର ବିପରୀତ ଦିଗରେ ଉଡ଼ାଣ ପାଇଁ ବେଶ ପରିଚିତ
ମୋଗଲ ସମୟରେ ଏହାକୁ ପ୍ରତିଷ୍ଠା ଓ ଆଭିଜାତ୍ୟ ବର୍ଗର ପ୍ରତୀକ ମନା ଯାଉଥିଲା । ସେଥିପାଇଁ ବାଜକୁ ମହାରାଜା ସାଙ୍ଗରେ
ରଖୁଥିଲେ
ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ସମୟରେ ଏହି ପ୍ରଥା ଆରମ୍ଭ ହୋଇଥିଲା
କେତେକ ଚିତ୍ରରେ ଆକବର ହାତରେ ବାଜ ପକ୍ଷୀ ବସାଇଥିବାର ଦେଖିବାକୁ
ମିଳେ । ତେବେ ସେହି ସମୟରୁ ଏହାର ଆରମ୍ଭ ହୋଇଥିଲା
ଜାହାଙ୍ଗୀରଙ୍କ ପରେ ଔରଙ୍ଗଜେବଙ୍କ ହାତରେ ବାଜ ପକ୍ଷୀ ବସିଥିବାର ନଜର ଆସିଥିଲା । ଉପହାର ସ୍ବରୂପ ପକ୍ଷୀଙ୍କୁ ଜଣେ ଜଣଙ୍କୁ ପ୍ରଦାନ କରୁଥିଲେ
More
Stories
କାମ କରିବନି ଏହି ବ୍ୟାଙ୍କର ATM!
କେଉଁ ପଶୁର କ୍ଷୀର ଛିଡ଼େ ନାହିଁ
ପ୍ରିମିୟମ ଭରୁଥିବା ଲୋକଙ୍କର ବମ୍ପର ଲାଭ!
ବାବର ଓ ହୁମାୟୁଙ୍କ ହାତରେ ବାଜ ପକ୍ଷୀ ଦେଖାଯାଇନଥିଲା । ସେଥିପାଇଁ କୁହାଯାଏ ଯେ ମୋଗଲ ଆକବରଙ୍କ ସମୟରୁ ଏହି ପ୍ରଥାର ଆରମ୍ଭ ହୋଇଥିଲା ।
ଓଡ଼ିଶାର କେଉଁ ମନ୍ଦିରରେ ଅଛି ଶ୍ରୀକୃଷ୍ଣଙ୍କ ହୃଦୟ
Learn more