ଖାଇବା ପରେ ପାନ ମଧୁରୀ ଓ ମିଶ୍ରି ଖିଆଯାଏ
କେହି କେହି ସବୁ ସମୟରେ ଏହାକୁ ଖାଇଥାନ୍ତି
ଏହା ପଛରେ କିଛି କାରଣ ଅଛି କି
କେହି କେହି ବାସ୍ନା ପାଇଁ ଏହାକୁ ଖାଇଥାନ୍ତି
ପାନ ମଧୁରୀ ଓ ମିଶ୍ରିରେ ଅନେକ ଗୁଣ ରହିଛି
ପାନ ମଧୁରୀ ଓ ମିଶ୍ରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ
ହିମୋଗ୍ଲୋବିନ ସ୍ତର ଠିକ ରଖେ ପାନ ମହୁରୀ ଓ ମିଶ୍ରି
ହିମୋଗ୍ଲୋବିନ ସ୍ତର ଠିକ ରଖେ ପାନ ମହୁରୀ ଓ ମିଶ୍ରି
ଏନିମିଆ ରୋଗୀଙ୍କ ପାଇଁ ପାନ ମଧୁରୀ ଓ ମିଶ୍ରି ଭଲ ବିକଳ୍ପ
ମୁଣ୍ଡ ବୁଲାଇବା ଓ ଥକ୍କା ଲାଗିଲେ ଏହାକୁ ଖାଆନ୍ତୁ
ଥଣ୍ଡା ଓ କାଶ ହେଉଥିଲେ ପାନ ମଧୁରୀ ଓ ମିଶ୍ରି ଖାଆ
ନ୍ତୁ
ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ ଏହାକୁ ଖାଆନ୍ତୁ
ହାର୍ଟ ଆଟାକ ହେଲେ, ତୁରନ୍ତ କଣ କରିବେ?
ଘରକୁ ଆସିବ ପ୍ରବଳ ଟଙ୍କା
More
Stories
ଅଧିକ ବୟସ୍କଙ୍କୁ ଅଧିକ ପେନସନ
Facebook
Instagram
YouTube
Twitter
ମେଥ ଖାଲି ଶାଗ ନୁହେଁ, ଏକ ମହୌଷଧି ମଧ୍ୟ
Learn more