ମହାଭାରତର ଏମିତି ଏକ ରାଣୀ ଥିଲେ, ଯିଏ ନିଜ ପୁଅରୁ ଉଲଗ୍ନ ଦେଖିବାକୁ ଚାହୁଁଥିଲେ

ମହାଭାରତ ଯୁଦ୍ଧରେ ନିଜ ପୁତ୍ର ଦୁର୍ଯ୍ୟୋଧନକୁ ନଗ୍ନବସ୍ଥାରେ ଦେଖିବାକୁ ଗାନ୍ଧାରୀ ଚାହୁଁଥିଲେ, କାହିଁକି

ଗାନ୍ଧାରୀ ଧୃତରାଷ୍ଟ୍ରଙ୍କୁ ବିବାହ ପରେ ନିଜ ଆଖିରେ ପଟି ବାନ୍ଧି ଦେଇଥିଲେ । ବାସ୍ତବରେ ଗାନ୍ଧାରୀ ଏକ ବର ପାଇଥିଲେ କି ସେ ପଟି ଖୋଲି ଯେଉଁ ଜିନିଷକୁ ଦେଖିବେ ସେହି ଜିନିଷ ଲୁହା ସମାନ ପାଲଟିଯିବ ଓ କେବେ ନଷ୍ଟ ହେବ ନାହିଁ

ପୌରାଣିକ କଥାନୁସାରେ ଗାନ୍ଧାରୀ ଭଗବାନ ଶିବଙ୍କଠୁ ଏହି ବର ପାଇଥିଲେ । ସେ ପଟି ଖୋଲି ଯାହାକୁ ନଗ୍ନବସ୍ଥାରେ ଦେଖିବେ ତାର ଶରୀର ବଜ୍ର ସମାନ ପାଲଟିଯିବ

ପୌରାଣିକ କଥାନୁସାରେ ଗାନ୍ଧାରୀ ଭଗବାନ ଶିବଙ୍କଠୁ ଏହି ବର ପାଇଥିଲେ । ସେ ପଟି ଖୋଲି ଯାହାକୁ ନଗ୍ନବସ୍ଥାରେ ଦେଖିବେ ତାର ଶରୀର ବଜ୍ର ସମାନ ପାଲଟିଯିବ

ମହାଭାରତ ଯୁଦ୍ଧ ଶେଷ ପର୍ଯ୍ୟାୟରେ ଥିଲା । ଭୀମଙ୍କ ସହ ଦୁର୍ଯ୍ୟୋଧନ ଗଦା ଯୁଦ୍ଧ ଲାଗିଥିଲା । ଦୁର୍ଯ୍ୟୋଧନଙ୍କୁ ନେଇ ପୁଅ ଗାନ୍ଧାରୀ ଚିନ୍ତା ବଢିଥିଲା । ସେତେବେଳେ ସେ ଦୁର୍ଯ୍ୟୋଧନଙ୍କୁ ନଗ୍ନାବସ୍ଥାରେ ଦେଖିବାକୁ ଆଗ୍ରହ ପ୍ରକାଶ କରିଥିଲେ

ଗାନ୍ଧାରୀ ପୁଅ ଦୁର୍ଯ୍ୟୋଧନ ନଗ୍ନାବସ୍ଥାରେ ଦେଖି ଅମର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଯାହା ଫଳରେ ଭୀମଙ୍କ ସହ ଯୁଦ୍ଧ ପରେ ତାଙ୍କର ମୃତ୍ୟୁ ହେବ ନାହିଁ ଓ ଦୁର୍ଯ୍ୟୋଧନଙ୍କ ଶରୀର ବଜ୍ର ସମାନ ପାଲିଟିଯିବ

ଦୁର୍ଯ୍ୟୋଧନ ନିଜ ମା ସାମ୍ନାକୁ ନଗ୍ନାବସ୍ଥାରେ ଆସୁଥିବା ବେଳେ ରାସ୍ତାରେ ଭଗବାନ ଶ୍ରୀକୃଷ୍ଣ ଭେଟ ହୋଇଥିଲେ

ଦୁର୍ଯ୍ୟୋଧନ କହିଲେ କି ମାତାଶ୍ରୀଙ୍କ ଆଦେଶ ଥିଲା । ସେତେବେଳେ ଶ୍ରୀକୃଷ୍ଣ କହିଥିଲେ ମାଙ୍କ ଆଗକୁ ଏପରି ଯିବା ଠିକ ନୁହେଁ । କେହି ବି ଯୁବରାଜ ମାଙ୍କୁ ପୂର୍ଣ୍ଣ ନଗ୍ନ ହୋଇ ଯାଆନ୍ତି ନାହିଁ ଓ ଏହା ଭରତବଂଶର ପରମ୍ପରା ବି ନୁହେଁ

ଏହି କଥା ଶୁଣି ଦୁର୍ଯ୍ୟୋଧନ ନିଜ ଶରୀରର କିଛି ଅଂଶକୁ ଘୋଡାଇଦେଇଥିଲେ । ଯେତେବେଳେ ଗାନ୍ଧାରୀ ଆଖି ଖୋଲିଲେ ସେତେବେଳେ ଦୁର୍ଯ୍ୟୋଧନ ପୂରା ନଗ୍ର ଅବସ୍ଥା ନଥିଲେ । ତାଙ୍କ ଶରୀର ବଜ୍ର ପାଲଟିଯାଇଥିଲା । କିନ୍ତୁ ଜଙ୍ଘର ଉପର ଭାଗ ବାକି ରହିଯାଇଥିଲା 

ଯୁଦ୍ଧ ସମୟରେ ଶରୀରର ଏହି ଅଂଶରେ ଭୀମ ଆଘାତ କରିଥିଲେ । ଯେଉଁଥିରେ ଦୁର୍ଯ୍ୟୋଧନଙ୍କର ବଧ ହୋଇଥିଲା

ଏମିତି ଲଗାନ୍ତୁ ପର୍ଫ୍ୟୁମ, ଅଧିକ ଦିନ ବାସିବ!